ପୁରୀରେ ବିପୁଳ ପରିମାଣର ଚୋରା ମଦ ଓ ଗଞ୍ଜେଇ ଜବତ
ପୁରୀ: ଅବକାରୀ ବିଭାଗ ପକ୍ଷରୁ ରବିବାର ରାତିରେ ପୁରୀର ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ହୋଇ ବିପୁଳ ପରିମାଣର ମଦ ଓ ଗଞ୍ଜେଇ ଜବତ ହେବା ସହିତ ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଏବଂ ବ୍ରହ୍ମପୁରର ଇଣ୍ଟେଲିଜେନ୍ସ…