Latest Odisha News

BREAKING NEWS

Yearly Archives

2019

ବିଦ୍ୟୁତ ନାହିଁ ତ’ ଭୋଟ ଦେବୁନି: ମୟୂରଭଞ୍ଜରେ ନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଧମକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ନାନ୍ଦୁରସାହି ଗ୍ରାମର ଗ୍ରାମବାସୀ ଗାଁ’ରେ ବିଦ୍ୟୁତ ସରବରାହ ସୁବିଧା ଦାବି କରି ଭୋଟ ବର୍ଜନର ଧମକ ଦେଇଛନ୍ତି । ଏଠାରେ ଆସନ୍ତା ଏପ୍ରିଲ ୨୯ ତାରିଖରେ ଭୋଟଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏସମ୍ପର୍କରେ ଗ୍ରାମବାସୀମାନେ ଅଭିଯୋଗ…

କଟକରେ କଡ୍ଡା ଟକ୍କର୍: ୫ଥର ସାଂସଦଙ୍କୁ କ’ଣ ହରାଇପାରିବେ ପୂର୍ବତନ ପୋଲିସ ଡ଼ିଜି !

ଭୁବନେଶ୍ୱର: କଟକ ଲୋକସଭା ଆସନରୁ ୫ଥର ସାଂସଦ ଭାବେ ବରିଷ୍ଠ ବିଜେଡ଼ି ନେତା ଭତ୍ତୃହରି ମହତାବ ନିର୍ବାଚିତ ହୋଇଥିଲେ ମଧ୍ୟ ଏଥର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର ତାଙ୍କୁ ମଇଦାନରେ କଡ୍ଡା ଟକ୍କର ଦେଉଛନ୍ତି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ରାଜ୍ୟର ଏହି…

ମାଲକାନଗିରିରେ ହସ୍ପିଟାଲରୁ ଖସିଗଲା ବିଚାରାଧୀନ କଏଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ଦିନ ଜଣେ ବିଚାରାଧୀନ କଏଦୀ ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଛି । ମିଳିଥିବା ସୂଚନାନୁଯାୟୀ, ନିକଟରେ ବେଆଇନ ଗଞ୍ଜେଇ କାରବାର କରୁଥିବା ଅଭିଯୋଗରେ ରାହୁ ବାରୋଇକୁ ଗିରଫ କରିଥିଲା । ପଚରାଉଚରା ଲାଗି କୋର୍ଟରୁ…

ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଗଦାଧର ମଲ୍ଲିକ ଓ ଦୁଷ୍ମନ୍ତ ମଲ୍ଲିକଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ବିଜୁ ଯୁବ ଜନତା ଦଳ (ୱାଇଜେଡି)ର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏକ ପ୍ରେସ୍ ବିବୃତ୍ତି ଅନୁଯାୟୀ ଏସ୍ କେ ଲିଆକତ୍ ଅଲ୍ଲୀଙ୍କୁ…

ରାଜ୍ୟର ୧୩ଟି ଜିଲ୍ଲାକୁ ଝଡ଼ବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ୧୩ଟି ଜିଲ୍ଲାରେ ବଜ୍ରପାତ ଓ ପବନ ସହିତ ବୃଷ୍ଟିପାତ ହେବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ । ଏହିସବୁ ଜିଲ୍ଲାମାନଙ୍କରେ ଶନିବାର ସନ୍ଧ୍ୟା ୬ଟା ୧୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଧରଣର ଝଡ଼ତୋଫାନ ସହିତ…

୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ: ନବୀନ

ଢେଙ୍କାନାଳ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁନର୍ବାର ଦୋହରାଇ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ । “୨୦୧୯ ସାଧାରଣ ନିର୍ବାଚନରେ କୌଣସି ଜାତୀୟ ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା…

ଶିଘ୍ର ଖରାଛୁଟି ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ଓଡିଶାରେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡିକରେ ଯଥେଷ୍ଟ ପୂର୍ବରୁ ଖରାଛୁଟି ଘୋଷଣା କରିଛନ୍ତି । ଏସମ୍ପର୍କୀତ ଏକ ମାମଲାର ଶୁଣାଣୀ କରି ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖରାଛୁଟି ରଦ୍ଦ କରିବାକୁ…

ପୁରୀରେ ସମ୍ବିତ ଗାଇଲେ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ପୁରୀରେ ଆୟୋଜିତ ଏକ ନିର୍ବାଚନୀ ର‌୍ୟାଲିରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗୀତ ଗାଇ ଉପସ୍ଥିତ ଜନତାଙ୍କୁ ହତଚକିତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଅବସରରେ ସମ୍ବିତ ଦ୍ୱିଭାଷୀ ତେଲୁଗୁ-ହିନ୍ଦୀ ଆକ୍ସନ ଥ୍ରିଲର ଫିଲ୍ମ ‘କ୍ରିମିନାଲ’ର ଏକ ହିଟ୍…

କଳାହାଣ୍ଡିରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଶ୍ରୀପାଳି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ବନିତା ପୋଢ଼ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ତାଙ୍କ ଛୋଟ…

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ମହିଳାଙ୍କ ବ୍ୟଭିଚାର ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଶନିବାର ଦିନ ଜଣେ ୩୫ ବର୍ଷୀୟା ମହିଳା ବ୍ୟଭିଚାର ଅଭିଯୋଗ ଆଣିଛନ୍ତି । ଏହି ପୂର୍ବତନ ଜୁନିୟର କୋର୍ଟ ଆସିଷ୍ଟାଣ୍ଟ ଜଣକ ଶୁକ୍ରବାର ଦିନ ୨୨ଜଣ ବିଚାରପତିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି…