ନିର୍ବାଚନ ଲଢିବେନି ପ୍ରତ୍ୟୁଷା ରାଜେଶ୍ୱରୀ, ଦଳୀୟ ପ୍ରଚାର ଦାୟିତ୍ୱ ନେବେ
ଭୁବନେଶ୍ୱର: କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଶନିବାର ଦିନ ଯୋଗଦାନ କରିବା ପରେ ଦଳୀୟ ଟିକଟରେ ସେ ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଜୋର୍ ଧରିଥିଲା । ମାତ୍ର ସେ ନିର୍ବାଚନ ନ’ଲଢି ଦଳୀୟ ପ୍ରଚାର ଦାୟିତ୍ୱରେ ନିଜକୁ ସାମିଲ୍ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।…