ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚାର ଶହଶହ କର୍ମକର୍ତ୍ତାମାନେ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ନିକଟରେ ପୋଲିସ ସହ ଧସ୍ତାଧସ୍ତୀ ହୋଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନାନୁଯାୟୀ ବେକାରୀ ସମସ୍ୟା ତଥା ଯୁବବର୍ଗଙ୍କୁ ଚାକିରି ଦେବାରେ ରାଜ୍ୟ ସରକାରଙ୍କ ଅପରାଗତା…