ଜିସାଟ୍-୩୧ର ସଫଳ ଉତକ୍ଷେପଣ, ସୁଦୃଢ ହେଲା ଭାରତୀୟ ଯୋଗାଯୋଗ ବ୍ୟବସ୍ଥା
ନୂଆଦିଲ୍ଲୀ : ଫ୍ରେଞ୍ଚ୍ ଗୁଆନାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ବୁଧବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି।
ଏହା ପ୍ରାୟ ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟି ପ୍ରାୟ ୪୨ ମିନିଟର ଉଡାଣ…