Latest Odisha News

BREAKING NEWS

Yearly Archives

2020

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୪, ୫୭୬ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୦ ରିଖ ଗୁରୁବାର କୁମ୍ଭ ୮ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶିର…

ବୁଦ୍ଧ ମନ୍ଦିରରେ ପୁନଃ ସ୍ଥାପିତ ହେଲା ମୂର୍ତ୍ତି

ଭୁବନେଶ୍ୱର: ଗତ ଫନି ମହାବାତ୍ୟାରେ ଉପୁଡ଼ି ପଡ଼ିଥିବା ବୋଧୀଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ଆଜି ବୋଧୀଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ, ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ପୁନଃ ପ୍ରତିଷ୍ଠା କରିଛନ୍ତି…

ଓଡ଼ିଶା ବଜେଟକୁ ନେଇ କ’ଣ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳର ନେତା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ବିଧାନସଭାରେ ଓଡ଼ିଶା ବଜେଟ୍ ୨୦୨୦-୨୧ ଉପସ୍ଥାପନ କରିବାପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶା ବଜେଟକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ବଜେଟ୍…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡ

ଝାରସୁଗୁଡା: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ରାଇଗଡ ସିଜେଏମ୍ କୋର୍ଟ ଅନୁମତି ଦେଇଛି । ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ନିର୍ମମ ହତ୍ୟା ମାମଲାରେ ୧୩ ଫେବୃଆରୀ ଦିନ ଅନୁପ ସାଏଙ୍କୁ ଗିରଫ କରିଥିଲା । ମେ ୭ରେ ହମୀରପୁରର…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ନୂଆ ଗୀତ, ମସ୍ତି ମୁଡରେ ଆୟୁଷ୍ମାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଆଗାମି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାନା ସାବଧାନ’ର ଆଉ ଏକ ନୂଆ ଗୀତ ‘ଉ ଲାଲା’ । ଗୀତରେ ଆୟୁଷ୍ମାନଙ୍କ ଡ୍ୟାନ୍ସ ସାଙ୍ଗକୁ ମସ୍ତି ଭରା ମୁଡ୍ ଦେଖିବାକୁ ମିଳିଛି । ପୁରା ଗୀତଟିକୁ ଟ୍ରେନ୍ ଭିତରେ ସୁଟିଂ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ନେହା କକ୍କର, ସୋନୁ କକ୍କର ଏବଂ…

ଦେଶର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀରେ ହେବ ଲଞ୍ଚ, ଦାମ ୫୦ ହଜାର !

ଭାରତର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀ ରେ ହେବ ଲଞ୍ଚ | ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ଏହାର ଲଞ୍ଚ ପାଇଁ କରୁଛି ପୂରା ପ୍ରସ୍ତୁତି | କମ୍ପାନୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ଦାମ ପାଖାପାଖି ୫୦ ହଜାର ଟଙ୍କା | ଅଧିକାରୀ କହିଛନ୍ତି ଯେ, '୨୦୧୮ ଆରମ୍ଭ…

କିଟରେ ଆସନ୍ତା ୨୧ରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ଏହା ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବ ବୃହତ କ୍ରୀଡ଼ା ମହୋତ୍ସବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର…

୬୦୦ ରୁ ୮୦୦ ଟଙ୍କାରେ ମିଳୁଛି ସାଇବର ବୀମା, ଆସନ୍ତୁ ଜାଣିବା ଏହାର ଫାଇଦା

ଦେଶ ଯେଉଁ ଗତିରେ ଡିଜିଟାଲିକରଣ ହେଉଛି ସେହି ଗତିରେ ଦେଶରେ ସାଇବର ଅପରାଧ ବଢି ବଢି ଚାଲିଛି | କିଛି ବର୍ଷ ପୂର୍ବରୁ ଯେଉଁଭଳି ଭାବେ ସାଧାରଣ ଜନତା ସହ କର୍ପୋରେଟ ସେକ୍ଟର ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି | ନିଜର କଷ୍ଟ ଉପାର୍ଜିତ ଧନର ସୁରକ୍ଷା କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲାଣି |…

ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କପି କରି ଧରାପଡିଲେ ୪୪ ପରୀକ୍ଷାର୍ଥୀ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡିଛନ୍ତି । ୪୪ଜଣ ପରୀକ୍ଷାର୍ଥୀ କପି କରିବା ଯୋଗୁଁ ମାଲପ୍ରାକ୍ଟିସ ହୋଇଛନ୍ତି । ବୋର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ଏହା ବ୍ୟତୀତ ରାଜ୍ୟ ଓପନ ସ୍କୁଲ ପରୀକ୍ଷାରେ ଉପସ୍ଥିତ ୨୪ ଜଣ ଓ ବାର୍ଷିକ ମଧ୍ୟମା…