Latest Odisha News

BREAKING NEWS

Yearly Archives

2020

ଟ୍ରମ୍ପଙ୍କ ଭାରତ ଗସ୍ତ: ଅହମ୍ମଦାବାଦରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଓ ଗାନ୍ଧୀ ଆଶ୍ରମ ବୁଲିବାକୁ ଯିବେ । ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଶାବରମତି ଅଂଚଳର ପ୍ରତ୍ୟେକ…

ନ୍ୟୁଜିଲାଣ୍ଡକୁ ୨୭୩ ରନରେ ଅଟକାଇଲା ଭାରତ; ଜିତିବା ଲକ୍ଷ୍ୟରେ କପ୍ତାନ କୋହଲୀ

ଅକଲ୍ୟାଣ୍ଡ: ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ଲାଗି ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କପ୍ତାନ ବିରାଟ କୋହଲୀ ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଦଳ ଲାଗି ଠିକ୍ ସାବ୍ୟସ୍ତ ହୋଇଛି । ଆଜିର ମ୍ୟାଚରେ କିୱି ଦଳ ୩୫୦ରୁ…

ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ନାବାଳକ; ଜାଣନ୍ତୁ, ତା’ପରେ କଣ ହେଲା…

ଭଦ୍ରକ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ କରି ଫସିଛନ୍ତି ଜଣେ ନାବାଳକ । ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ କହଁର ଛକ ଠାରେ…

ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର

ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି । ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ…

କରୋନା ଭାଇରସ ଆତଙ୍କ: ପୁରୀରେ ଖୋଲିଲା ଆଇସୋଲେସନ୍ ୱାର୍ଡ

ପୁରୀ: ଚୀନରେ ମାରାତ୍ମକ କରୋନା ଭାଇରସ ପ୍ରଭାବରେ ପ୍ରାୟ ୭୧୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଗ୍ରହଣ କରାଯିବା ସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଛି । ପୁରୀ ଜିଲ୍ଲା…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା,…

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । A…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୨-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୮ ରିଖ ଶନିବାର ମକର୨୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ପୂଷ୍ଯା ନକ୍ଷତ୍ର କର୍କଟ…

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ , ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ମିଆଦୀ ଜମା ବା ଫିକ୍ସଡ଼ ଡିପୋଜିଟ ସୁଧ ଦର କମ କରିଛି | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିଟେଲ ଫିକ୍ସଡ ଡିପୋଜିଟ ଦର ୧୦-୫୦ ଆଧାର ଅଙ୍କ କମ କରିଛି | ଯାହା ବହୁ ଏଫଡି ଉପରେ ଏହା ୨୫-୫୦ ଆଧାର ଅଙ୍କ…