Latest Odisha News

BREAKING NEWS

Yearly Archives

2020

ପରାଜୟର ବି ଏକ ଗୌରବ ଅଛି!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀରେ ଅନେକ ଯୁଦ୍ଧ ହୋଇଛି, ଯେଉଁଥିରେ ବିଜେତା ତୁଳନାରେ ପରାଜିତର ଗରିମା ଅଧିକ ଉଜ୍ଜଳ ଦିଶିଛି। ଏହାର ସବୁଠୁ ପ୍ରାଚୀନ ଉଦାହରଣ ଆମେ ପାଇବା ମହାକବି ବାଲ୍ମୀକିଙ୍କର ରାମାୟଣରୁ। ଯୁଦ୍ଧ କାଣ୍ଡର ୧୦୯ ଅଧ୍ୟାୟରେ ରାମ ରାବଣ ଯୁଦ୍ଧର…

ଭାରତରେ କରୋନା ହ୍ରାସର କାରଣ ଭାରତୀୟଙ୍କ “ଅପରିଷ୍କାର ଅଭ୍ୟାସ”

ନୂଆଦିଲ୍ଲୀ: ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି। କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ହାର ମଧ୍ୟ ଭାରତରେ କମ୍ ରହିଛି। ଡିଏନଏରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଦେଶରେ ସଂକ୍ରମଣର ମାତ୍ରା କମ ହେବାର କାରଣ ହେଉଛି…

କୋକା କୋଲା ପାଇଁ ମୁମ୍ବାଇ ଫେରିଲେ ସନ୍ନି ଲିଓନ୍ !

ମୁମ୍ବାଇ: ଦୀର୍ଘ ୬ ମାସ ଧରି ଆମେରିକାରେ ଥିଲେ ସନ୍ନି ଲିଓନ୍ । ହେଲେ ଏବେ ମମ୍ବାଇ ଫେରିଛନ୍ତି । ଖାସ୍ କୋକା କୋଲା ପ୍ରେମ ତାଙ୍କୁ ଭାରତକୁ ଟାଣି ଆଣିଛି । ତେବେ କ'ଣ ଏହି କୋକା କୋଲା ? କୌଣସି କୋଲ୍ଡ ଡ୍ରିଙ୍କସ୍ ନା ଅନ୍ୟ କିଛି ? କରୋନା ମହାମାରୀ ପାଇଁ ଭାରତ ବାହାରେ ରହିବାକୁ…

ଭୁବନେଶ୍ୱରରେ କମୁଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ କ୍ୱାରେଣ୍ଟାଇନ୍ ଏବଂ…

ରାଉଣ୍ଡ-୧୪: ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ଶଙ୍କର ଦାସ ଆଗୁଆ

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭାରେ ଆଗରେ ରହିଛି ବିଜେଡି । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୦୯୪୬ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୬୯୩୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ…

କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବେ ପାୟଲ ଘୋଷ !

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଏଥିପାଇଁ ଅନୁରାଗ ଥାନାକୁ ବି ଯାଇଥିଲେ । ହେଲେ ଏବେ ହାସ୍ୟ କଳାକାର କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବା ପାଇଁ ପ୍ରସ୍ତୁତ ହେଉଛନ୍ତି…

ଗୁଜରାଟ ଉପ ନିର୍ବାଚନ: ସମସ୍ତ ୮ଟି ଯାକ ସିଟରେ ବିଜେପି ଆଗୁଆ, ରୂପାଣି କହିଲେ ଏହା ଟ୍ରେଲର

ଅହମ୍ମଦାବାଦ: ଉପ ନିର୍ବାଚନ ଫଳାଫଳ ପ୍ରାୟତଃ ବିଜେପି ସପକ୍ଷରେ ଯାଉଛି । ମଧ୍ୟପ୍ରଦେଶ, କର୍ଣ୍ଣାଟକ ଗୁଜରାଟ ଓ ବିହାରରେ ଦଳ ଭଲ ପ୍ରଦର୍ଶନ କରୁଛି । ଗୁଜରାଟର ୮ଟି ଯାକ ସିଟରେ ବିଜେପି ଆଗୁଆ ରହିଛି । ଏଥିରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କହିଛନ୍ତି ଏହା ତ କେବଳ ଟ୍ରେଲର, ଆଗକୁ…

ସନ୍ଧ୍ୟା ସୁଦ୍ଧା ବାହାରିବ ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଆଗେଇ ଚାଲିଛି ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ସରିଗ ଗଣତି ଏବଂ ବହାରିବ ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତିର୍ତ୍ତୋଲରେ ୧୨ ରାଉଣ୍ଡ ଓ ବାଲେଶ୍ୱରରେ ୧୨ ରାଉଣ୍ଡ…

ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ; ମିଳିତ ଜାତିସଂଘର ମୌଳିକ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଆଜି ରୁଷିଆରେ ଆୟୋଜିତ SCOର ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଏହା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ମୁହାଁମୁହିଁ ହୋଇଥିଲେ। ଏହି ବୈଠକ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର…

ଗିରଫ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳ । ରଂଜିତାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗୁଥିଲେ । ଏନେଇ ବ୍ୟବସାୟୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ…