Latest Odisha News

BREAKING NEWS

Yearly Archives

2020

କୂଅ ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତ ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ସୀମା ଅନ୍ତର୍ଗତ ଗୋଡିପଡା ଗ୍ରାମରେ ଥିବା ଏକ କୂଅ ଭିତରୁ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ଭର୍ସା ଶ୍ରୀଚନ୍ଦନ ଏବଂ ତାଙ୍କର ୭ ବର୍ଷର ପୁଅ ଲକି ବୋଲି ଜଣାପଡିଛି। ସୂଚନାନୁସାରେ, ମାଆ ପୁଅଙ୍କ ମୃତଦେହ…

ଅଭିନନ୍ଦନଙ୍କୁ ମୁକ୍ତି ନଦେଲେ ରାତି ୯ଟା ସୁଦ୍ଧା ହମଲା କରିବ ଭାରତ, ଛାନିଆ ହୋଇ ଛାଡିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ୨୦୧୯ ମାର୍ଚ୍ଚରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଅଟକ ରଖିଥିଲା । ଚାପରେ ଚାପି ହୋଇ ଛାଡ଼ିଥିଲା । ତାଙ୍କୁ କେମିତି ଓ କେଉଁ ପରିସ୍ଥିତିରେ ସୁରକ୍ଷିତ ଭାବରେ ମୁକ୍ତି କରିଥିଲା ପାକିସ୍ତାନ ? ଏନେଇ ଖୁଲ୍ଲାସା କରିଛନ୍ତି ଇମ୍ରାନ ଖାନଙ୍କ ପାର୍ଟିର ଜଣେ…

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି…

୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୧ ବର୍ଷ; ଆଜିବି ମନରୁ ଲିଭିନାହିଁ ସେହି ଭୟଙ୍କର ବିଭୀଷିକା

ଭୁବନେଶ୍ୱର: ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ପୁରିଛି ୨୧ ବର୍ଷ। ପ୍ରକୃତିର ଏହି ତାଣ୍ଡବକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଆଜିବି ଲୋକଙ୍କ ମନରୁ ଲିଭି ନାହିଁ ମହାବାତ୍ୟାର ସେହି ଭୟଙ୍କର ବିଭୀଷିକାର ଦୃଶ୍ୟ। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଓଡ଼ିଶା…

ଦେଶରେ ୮୦ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୩ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ୮୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୯ ହଜାର ୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ କରୋନା ନେଇଛି ଆଉ ୫୧୭…

ସ୍କୁଲ ଖୋଲିବା ଆଗରୁ ବିଦ୍ୟାଳୟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ସୂଚନାନୁସାରେ, ପ୍ରଥମେ ୯ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି ମାତ୍ର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।…

ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋଙ୍କ ଭର୍ଚୁଆଲ ରାଲି

ବାଲେଶ୍ୱର: ଉପନିର୍ବାଚନକୁ ମଝିରେ ରହିଲା ଆଉ ଚାରି ଦିନ । ଦୁଇ ଦିନ ପରେ ଥମିବ ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନ ବ୍ୟାଟଲ୍ ଗ୍ରାଉଣ୍ଡରେ ହେଭିଓ୍ୱେଟ କ୍ୟାମ୍ପେନିଂ ଚାଲିଛି । ଆଜି ଡିଜିଟାଲ୍ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ…

କରୋନା ସମ୍ପର୍କରେ ଏବେବି ଅଜଣା ଓଡ଼ିଶାର ଏହି ଗାଁ

ଭୁବନେଶ୍ୱର: ଗାଁ ଠୁ ସହର, ଦେଶ ରୁ ବିଦେଶ ସବୁଠି ନିଜର କାୟା ବିସ୍ତାର କରିଛି କରୋନା। ଏହି ମହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଚେତନତା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି ପ୍ରଶାସନ। ତେବେ ସବୁଠୁ କରୋନା ନିଜର କୋପ ବଢ଼ାଇ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ଏକ…

ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ । କନ୍ଧମାଳ ଜିଲ୍ଲାରେ ଥାଣ୍ଡା ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ କଲେଣି ଲୋକ । ଗତକାଲି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା୨୯-୧୦-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୨୯ ରିଖ ଗୁରୁବାର ତୁଳା ୧୩ ଦିନ ଆଶ୍ବିନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର:- ତୁଳା ଓ କୁମ୍ଭ ରାଶିର     ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ…