ଆଗାମୀ ଦିନରେ ବିକିବାକୁ ପଡିପାରେ ବାଇକ୍; କାହିଁକି ଏମିତି କହିଲେ ଆଦିତ୍ୟ
ମୁମ୍ବାଇ: ନିକଟରେ ଆଦିତ୍ୟ ନାରାୟଣଙ୍କ ବାହାଘର ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସମୟରେ ଆଦିତ୍ୟ କହିଛନ୍ତି ଯେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଛି ।
ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ସେ…