Latest Odisha News

BREAKING NEWS

Yearly Archives

2020

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି…

ମୋ ପୁଅକୁ ଧମକ ଦେଉଥିଲା ସାଇକୋ ଲେଡି: ଆଦିତ୍ୟଙ୍କ ମା’

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଦିତ୍ୟଙ୍କ…

ଏହି ସମୟ ମଧ୍ୟରେ ମିଳିବନି ‘ମୋ ବସ୍‌’ ସେବା, ଜାଣନ୍ତୁ

ଭୁବନେଶ୍ୱର: କମ୍ ସଂଖ୍ୟକ ଯାତ୍ରୀ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଅପରାହ୍ନ ସମୟରେ ‘ମୋ ବସ୍‌’ ନଚଳାଇବାକୁ ଗୁରୁବାର ଦିନ ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ଟ୍ୱିଟ୍ ଅନୁଯାୟୀ ମଧ୍ୟାହ୍ନ ୧୨ଟାରୁ ୩ଟା…

ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ

ଢେଙ୍କାନାଳ: ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ମୃତ୍ୟୁ ବରଣ କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲାର ଡିଆଇଏବଂପିଆରଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ରାଉତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ…

ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ୨୦୨୦: ୨ୟ ସ୍ଥାନରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍

ଭୁବନେଶ୍ୱର: ଚଳିତବର୍ଷ ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ (କେଏସ୍ଓଏମ୍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ…

ଦୟା ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗର ୨ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ହେଲେ ମଧୁସୁଦନ ଖୁଂଟିଆ । ଘର ଭୁବନେଶ୍ୱର ଓଲ୍ଡ ଟାଉନ…

[ଭାଇରାଲ୍ ଭିଡିଓ] ମହିଳାଙ୍କ ପେଟରୁ ବାହାରିଲା ୪ଫୁଟର ସାପ !

ଭୁବନେଶ୍ୱର: କଥାଟା ହଜମ ହେଉନଥିଲେ ବି ସତ । ଜଣେ ମହିଳାଙ୍କ ପାଟି ବାଟ ଦେଇ ପେଟରୁ ବାହାରିଲା ୪ଫୁଟ୍‌ର ସାପ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଥିଲା । ଭିଡିଓରେ ଡାକ୍ତରମାନେ ଜଣେ ମହିଳାଙ୍କ ପାଟିରୁ ଏକ ଟ୍ୟୁବ୍ ଜରିଆରେ ସାପ ବାହାର…

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ । ଫିଲ୍ମ…

ବରୀରେ ସୃଷ୍ଟି ହୋଇଥିବା ସମସ୍ତ ଘାଇ ମନୁଷ୍ୟକୃତ, ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ବରୀ: ବରୀରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଏହି ଘାଇକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ସୃଷ୍ଟି ହୋଇଥିବା ଘାଇଗୁଡିକ ମନୁଷ୍ୟକୃତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ । ପୂର୍ବତନ ବିଧାୟକ ଦେବାଶିଷ ନାୟକ ବୁଧବାର ବରୀରେ…

ଇଣ୍ଡଷ୍ଟ୍ରୀ ଥଣ୍ଡା, ହେଲେ ସଲମାନଙ୍କ ପକେଟ୍ ଗରମ୍ !

ମୁମ୍ବାଇ: କରୋନା ପାଇଁ ଠପ୍ ପଡିଛି ବଲିଉଡ ତଥା ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ । ହେଲେ ସଲମାନ ଓରଫ ସଲ୍ଲୁମିଆଁଙ୍କ ଭାଉ କମିବାର ନାଁ ଧରୁନି । ଗତବର୍ଷ ବିଗ୍‌ବସ୍‌ର ପ୍ରତିଟି ଏପିସୋଡ୍ ପାଇଁ ସଲମାନ ୧୫.୫କୋଟି ଟଙ୍କା ନେଉଥିଲେ । ହେଲେ ଚଳିତବର୍ଷ ତାଙ୍କ ପାଉଣା ଆପଣଙ୍କ ହୋସ୍ ଉଡାଇଦେବ ।…