ପାଣିରେ ବୁଡି ୩ ନାବାଳିକାଙ୍କ ସଲିଳ ସମାଧି
ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଦେଓଗଞ୍ଜ ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ନଜରକୁ ଆସିଛି । ଗ୍ରାମ ନିକଟ ଏକ ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି ।
ଏଯାବତ୍ ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ଅନୁଯାୟୀ ୩ ଜଣ ଯାକ ପିଜୁଳି ଖାଇବାକୁ…