Latest Odisha News

BREAKING NEWS

Yearly Archives

2020

[ଭାଇରାଲ୍ ଭିଡିଓ] ହିନ୍ଦୁ ମନ୍ଦିରକୁ ରକ୍ଷା କଲେ ମୁସଲମାନ ସମ୍ପ୍ରଦାୟ !

ବେଙ୍ଗାଳୁରୁ: ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗା କାହିଁ କେଉଁ କାଳରୁ ଚାଲିଆସିଛି । କେତେବେଳେ ରାଜନୀତିକୁ ନେଇ ତ କେତେବେଳେ କିଛି ସ୍ୱାର୍ଥୀ ଲୋକଙ୍କ ମାନସିକତା ପାଇଁ ବଳିପଡିଛି ଭାଇଚାରା । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର…

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇ ଆଜି ଧାର୍ଯ୍ୟ ହୋଇଛି ଲଗ୍ନ । ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି ।ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଆଜି ଲଗ୍ନ ବାହାର କରଯାଇଛି । ଭଦ୍ରାବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫…

ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ସବୁଠାରୁ ଦାମୀ ମୂର୍ତ୍ତି କେଉଁଠାରେ ଅଛି

ଗଢ଼ବା: ଜନ୍ମାଷ୍ଟମୀ ଅନେକ ସ୍ଥାନରେ ଗତକାଲି ପାଳିତ ହୋଇଯାଇଛି । ଏଥର ୨ ଦିନ ତିଥି ରହିଥିବାରୁ ବୁଧବାର ମଧ୍ୟ କେତେକ ସ୍ଥାନରେ ଏହା ଧୂମଧାମରେ ପାଳିତ ହେଉଛି । ଝାଡଖଣ୍ଡ ଗଢ଼ବା ଜିଲାର ଉଟାରୀରେ ଅଛି ଶ୍ରୀକୃଷ୍ଣଙ୍କ ବଂଶୀଧର ମନ୍ଦିର । କରୋନା ଯୋଗୁ ଏଥର ଏଠାରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବେଶ…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…

ଆସିଲା ‘ସଡକ-୨’ର ଟ୍ରେଲର, ଦମଦାର ଲୁକ୍‌ରେ ସଞ୍ଜୁ ବାବା

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍‌ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ…

ତାଲିମ ବେଳେ ମହାନଦୀରେ ବୁଡି ଯବାନ ନିଖୋଜ

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀରେ ବୁଡି ଜଣେ ଆଇଆର୍‌ବି ଯବାନ ନିଖୋଜ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆସୁନି ସୁଧାର

ନୂଆଦିଲ୍ଲୀ: ବିଗିଡିବାରେ ଲାଗି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ବ୍ରେନ୍ ସର୍ଜରୀ ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ । ଏନେଇ ଆଜି ଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲ ପକ୍ଷରୁ ଜାରି ହେଲ୍‌ଥ ବୁଲେଟିନରୁ ସୂଚନା ମିଳିଛି । ୮୪ ବର୍ଷୀୟ ଭାରତ ରତ୍ନ…

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ କରୋନା ପଜିଟିଭ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୯ ସେପ୍ଟମ୍ବରରୁ ଆରମ୍ଭ ହେବ । ଏ ନେଇ ଟିମଗୁଡିକ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଲାଗିଛି । ଦଳର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ୍ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫ୍ରାଂଚାଂଇଜ ପକ୍ଷରୁ…

୪ ଓଡ଼ିଆଙ୍କ ସମେତ ୧୧୨ ପୋଲିସ ଅଧିକାରୀଙ୍କୁ ଉତ୍କର୍ସ ତଦନ୍ତ ପଦକ

ନୂଆଦିଲ୍ଲୀ: ୪ ଜଣ ଓଡ଼ିଆଙ୍କ ସମେତ ୧୧୨ ଜଣ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଉତ୍କର୍ସ ତଦନ୍ତ ପଦକ-୨୦୨୦ ପ୍ରଦାନ କରାଯାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର ପୁରସ୍କାରର ଲକ୍ଷ୍ୟ। ପୁରସ୍କାର…

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…