ଆସନ୍ତୁ ଜାଣିବା ସୁଶାନ୍ତ ବାପାଙ୍କ ଓକିଲ କାହିଁକି କହିଲେ ସିଦ୍ଧାର୍ଥ ଜଣେ ଚାଲାକ ଅପରାଧୀ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡି ନ ଥିଲେ ମଧ୍ୟ ଏହା ପଛରେ କିଛି ଲୋକଙ୍କ ଷଡଯନ୍ତ୍ର ରହିଥିଲା । ସୁଶାନ୍ତଙ୍କ ବାପାଙ୍କ ଓକିଲ ବୁଧବାର କହିଛନ୍ତି…