Latest Odisha News

BREAKING NEWS

Yearly Archives

2020

କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: କରୋନା ସମୟରେ ରାଜ୍ୟ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ୨୦୦୭-୨୦୧୭ ଶିଳ୍ପନୀତିରେ ସଂଶୋଧନ ହୋଇଛି । ଆଇପିଆର୍ ଇନସେଟିଭ୍ ଆମେଣ୍ଡମେଣ୍ଟକୁ ସଂଶୋଧନ କରି ଏଥର ଶିଳ୍ପସଂସ୍ଥାକୁ ସରକାର ଦେଇ ପାରିବେ ଭାଟ୍ । ଏଥିରେ ୩୦୦ ଶିଳ୍ପସଂସ୍ଥା ଲାଭ ପାଇପାରିବେ । …

କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ପାଳନ ହୁଏ ସ୍ୱାଧୀନତା ଦିବସ । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ । ତେବେ କେଉଁ ଜିଲ୍ଲାରୁ କିଏ ପତାକା ଉତ୍ତୋଳନ କରିବେ ଆସନ୍ତୁ ଜାଣିବା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

ସ୍ୱାଧୀନତା ଦିବସର ୧୦ ଅଜଣା କଥା, ଜାଣନ୍ତୁ

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ କବଳରୁ ମୁକ୍ତି ପାଇଥିଲା ଭାରତ । ଦୀର୍ଘ ୨ଶହ ବର୍ଷର ସଂଗ୍ରାମ ପରେ ପ୍ରଥମ କରି ଭାରତ ଚାଖିଥିଲା ସ୍ୱାଧୀନତାର ସ୍ୱାଦ । ଏଥିପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ବଳିଦାନ ଦେବାକୁ ପଡିଥିଲା । ସ୍ୱାଧୀନତା ସଂଗ୍ରମୀଙ୍କ ସଂଗ୍ରାମ, କଠିନ…

ଶେଷରେ ନ୍ୟାୟ ଆଉ ହକ ପାଇଲେ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ନ୍ୟାୟ ପାଇଁ ଗୁହାରି କରୁଥିବା ଇସ୍ରୋର ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ଶେଷରେ ନ୍ୟାୟ ଆଉ ହକ ମିଳିଛି । କେରଳ ସରକାର ଅଢେଇ ଦଶକ ପୁରୁଣା ଗୁପ୍ତଚର ମାମଲାର ସାମାଧାନ ପାଇଁ ୧.୩୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ଦେଇଛନ୍ତି । ମହାନ ବୈଜ୍ଞାନିକଙ୍କୁ ରାଜ୍ୟ…

ଦେଶର ପ୍ରଥମ ସ୍ୱାଧୀନତା ଦିବସ ପାଳନ ବେଳେ କେଉଁଠି ଥିଲେ ଗାନ୍ଧିଜୀ !

ଭୁବନେଶ୍ୱର: ଦେଶ ସ୍ୱାଧୀନ ହେବା ସହିତ ୧୯୪୭ ମସିହା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ଦେଶ ସ୍ୱାଧୀନତା ପାଇଁ ମଙ୍ଗ ଧରିଥିବା ମହାତ୍ମାଗାନ୍ଧି କିନ୍ତୁ ଉତ୍ସବରେ ନିଜକୁ ସାମିଲ କରି ନଥିଲେ । ୨୦୦ ବର୍ଷ ଧରି ଦେଶରେ ରାଜୁତି କରୁଥିବା ଇଂରେଜମାନଙ୍କୁ ବିତାଡିତ କରିବାରେ ନିଜର…

ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ସହଯୋଗୀ ଗିରଫ

କଟକ: କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଉଭୟଙ୍କୁ କଟକ ଲାଲବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ । ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମାଗାଜିନ ଜବତ ହୋଇଛି । କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ…

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

ମୁମ୍ବାଇ: ବହୁ ତର୍କବିତର୍କ ପରେ ଶେଷରେ ବାହାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ହେଲେ କ୍ରିକେଟ୍‌ର ଏହି ଫଟାଫଟ୍ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଛି ଦୁଃଖଦ ଖବର । ଆଇପିଏଲ୍‌ରେ ଚୟନ ନହେବାରୁ ମୁମ୍ବାଇର ଜଣେ ଉଦୟୀମାନ କ୍ରିକେଟର୍ ଆତ୍ମହତ୍ୟା…

ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ଷଣ୍ଢ ଖାଉଛି ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ପଡିରହିଛି କିଲୋ କି ଦୁଇ କିଲୋ ନୁହେଁ କ୍ୱିଂଟାଲ ଶୁଖିଲା ମହାପ୍ରସାଦ । ଏ ସବୁ ମହାପ୍ରସାଦକୁ ଖାଉଛନ୍ତି ଷଣ୍ଢ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପେଜନାଳ ପାଖ ମେଘନାଦ ପାଚେରୀ କଡରେ ଖଜା, ବଲ୍ଲଭ, ଲୁଣି ଖୁଡୁମା ଆଦି ଭୋଗ ସହ ତାଳପତ୍ର ପେଡିରେ ଭର୍ତି…

ସଡକ-୨ ଟ୍ରେଲର ନାପସନ୍ଦରେ ରେକର୍ଡ କରିବ !

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସରେ ମହେଶ ଭଟ୍ଟ ଏବଂ ଫ୍ୟାମିଲି ଉପରେ ଦର୍ଶକ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଅଛନ୍ତି । ରିୟା ଚକ୍ରବର୍ତିଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଏହାର ପ୍ରମାଣ ସଡକ-୨ ଟ୍ରେଲର ରିଲିଜରେ ଜଣାପଡିଛି । ୟୁଟ୍ୟୁବରେ ଏହି ଟ୍ରେଲର ରିଲିଜ ହେବାର ୫…

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ…