Latest Odisha News

BREAKING NEWS

Yearly Archives

2020

କୋଭିଡ୍ ରିପୋର୍ଟ ନେଗେଟିଭ୍ ଖବରକୁ ମିଛ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ଅମିତାଭ ବଚ୍ଚନ । ଏନେଇ ଟ୍ୱିଟ୍ କରିଛନ୍ତି ବିଗ ବି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଟ୍ୟାଗ୍ କରି ଅମିତାଭ ବଚ୍ଚନ ଖବରକୁ ଭୁଲ୍ ଓ ଦାୟିତ୍ୱହୀନତା ବୋଲି ଲେଖିଛନ୍ତି । ମିଥ୍ୟା ଓ ସାଂଘାତିକ ମିଛ ବୋଲି କହିଛନ୍ତି…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ…

ବାରବାଟୀ ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଣ୍ଟର

କଟକ: ସିଲଭର ସିଟି କଟକରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି କଟକରେ ୨ଟି ନୂଆ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇଛି । ବାରବାଟୀ ଅଲିମ୍ପିକ ଆସୋସିଏସନ୍ ପରିସର ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଂଟାର ତିଆରି…

ଜୁଲାଇ ୨୮ ଯାଏଁ କନ୍ଧମାଳରେ ବଢ଼ିଲା ସଟଡାଉନ ଅବଧି

ଫୁଲବାଣୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳରେ ଜୁଲାଇ ୨୮ ଯାଏଁ ସଟଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ଟ୍ବିଟ୍ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୯ଟି ନୂଆ କରୋନା ମାମଲା ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା।…

ବ୍ରହ୍ମପୁର ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: କଟକ ପରେ ଖୁବଶୀଘ୍ର ବ୍ରହ୍ମପୁର ଏମକେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ବର୍ତ୍ତମାନ କଟକ ଏସସିବି ମେଡିକାଲ କଲେଜ ଓ…

ଥମୁନି କରୋନା: ଖୋର୍ଦ୍ଧାରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରୁଛନ୍ତି ପ୍ରଶାସନ

ଭୁବନେଶ୍ୱର: ଖୋର୍ଦ୍ଧାରେ ବସ୍ତିବାସିନ୍ଦାଙ୍କୁ କରୋନାଭାଇରସର ଗୋଷ୍ଠୀ ସଂକ୍ରମଣରୁ ଦୂରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଅନେକ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପରେ ଆୟୋଜିତ…

କରୋନା ସଙ୍କଟ ବେଳେ ଶବସତ୍କାର ନିୟମ ମାନ

କଟକ: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୫ଶହରୁ ଏକ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ମହାମାରୀ ସମୟରେ ଶକସତ୍କାର ନିୟମ ମାନନ୍ତୁ ବୋଲି କୋଭିଡ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି, କୋଭିଡରେ ମୃତ ବ୍ୟକ୍ତିଙ୍କ…

ଓଡ଼ିଶାର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣହୀନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଘରକୁ ଘର ବୁଲି ସର୍ଭେ କରାଯିବା ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଏଥିରେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପ୍ରେସମିଟର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।…

ଏଥର ରକ୍ଷା ବନ୍ଧନରେ ଡିଜିଟାଲ ରାକ୍ଷୀ

କଟକ: ଏଥର ଭାଇ ହାତରେ ଭଉଣୀ ବାନ୍ଧିବେ ଡିଜିଟାଲ ରାକ୍ଷୀ । କେବଳ ରାକ୍ଷୀ ନୁହେଁ ମାସ୍କ ଓ ସାନିଟାଇଜର ଭେଟି ଦେଇ ପାରିବେ । କଟକରେ ତିଆରି ହୋଇଛି ଏହି ଡିଜିଟାଲ ରାକ୍ଷୀ । ଥ୍ରୀ ଡି ମାସ୍କ ନିର୍ମାଣ କରି ଚର୍ଚ୍ଚାରେ ଆସିଥିବା ଈଶ୍ୱର ସାହୁ ଡିଜିଟାଲ ରାକ୍ଷୀ ତିଆରି କରିଛନ୍ତି। ଯେଉଁଥିରେ…

ଜୁଲାଇରେ କରୋନାର ଲମ୍ବା ଲମ୍ଫ: ୨୨ ଦିନରେ ୧୩ ହଜାର ପଜିଟିଭ୍

ଭୁବନେଶ୍ୱର : ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି । ପ୍ରଥମେ ଚାରି ଶହ, ପରେ ପାଞ୍ଚ ଶହ, ତାପରେ ଗୋଟିଏ ଦିନରେ ସାତ ଶହ ପଜିଟିଭ୍ କେସ୍ ଆଶୁଥିଲା । ଗତ ଦୁଇ ଦିନ ହେବ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ହଜାରେ ଟପିଗଲା । ୨୧ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା…