Latest Odisha News

BREAKING NEWS

Yearly Archives

2021

ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ମୁମ୍ବାଇ : ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଷୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାରେ…

ଭୁବନେଶ୍ବର ଏମ୍‌ସରେ ଲାଗିବ ଏକ୍‌ମୋ ମେସିନ୍‌

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ଲାଗିବ ଏକ୍‌ମୋ ମେସିନ । ଏକ୍‌ମୋ ମେସିନ୍ କିଣିବାକୁ ଭୁବନେଶ୍ବର ଏମ୍‌ସ ପକ୍ଷରୁ ଅର୍ଡର ଦିଆଯାଇଛି । ପ୍ରଥମ ଏକ୍‌ମୋ ମେସିନ ଚଳିତ ମାସ ଶେଷ ସୁଦ୍ଧା ଲାଗିବ । ପରବର୍ତ୍ତୀ ସମୟରେ ଅନ୍ୟ ଏକ ଏକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି…

ଲକ୍‌ଡାଉନ୍‌ରେ ଦୁଇଟି ଘରେ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ଲକ୍‌ଡାଉନ୍‌ରେ ସାରା ରାଜ୍ୟ ଏକ ପ୍ରକାର ନିଷ୍କ୍ରିୟ । ହେଲେ ସକ୍ରିୟ ହୋଇଉଠିଛନ୍ତି ଲୁଟେରା । କଟକ ପରେପରେ ଏବେ ଭଦ୍ରକରୁ ଆସିଛି ଲୁଟ୍ ଖବର । ବିଳମ୍ବିତ ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା ଦଳ । ଗୋଟିଏ ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ସୂଚନା ରହିଛି । ଭଦ୍ରକ…

ଚଳିତ ଥର କେବଳ ପୁରୀରେ ରଥ ଯାତ୍ରା, ଭକ୍ତଙ୍କୁ ବାରଣ

ପୁରୀ: ଚଳିତ ଥର କେବଳ ପୁରୀରେ ହେବ ମହାପ୍ରଭୁଙ୍କ ରଥଯାତ୍ରା ।  ଭକ୍ତଙ୍କୁ ବାରଣ କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା…

ଭୁବନେଶ୍ବରରେ ଆକ୍ରାନ୍ତ ତୁଳନାରେ ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜଧାନୀ ସୁଧୁରୁଛି କରୋନା ସ୍ଥିତି । ଯେତିକି ଆକ୍ରାନ୍ତ ହେଉଛନ୍ତି, ତାଠୁ ଅଧିକ ସୁସ୍ଥ ହେଉଛନ୍ତି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୫୬୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୦୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୫୯ । ସେହିପରି ଆଜି…

ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏହି ରୁଟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ…

କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୨୯୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୨୯୯ ଜଣ ଆକ୍ରାନ୍ତ । https://twitter.com/HFWOdisha/status/1402975953035300867?s=19…

ଗଞ୍ଜାମର ଏହିସବୁ ପଞ୍ଚାୟତ କାରୋନା ମୁକ୍ତ

ଗଞ୍ଜାମ: ବରଗଡ ଜିଲ୍ଲାର ଅନ୍ତରାଦି ଅଞ୍ଚଳ କେବଳ ଯେ ଗୋଟିଏ କାରୋନା ମୁକ୍ତ ଅଞ୍ଚଳ ନୁହେଁ। ଏଥିରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର କିଛି ପଞ୍ଚାୟତ। ଯେଉଁଠି କରୋନା ସଂକ୍ରମଣର ପନ୍ଦର ମାସ ପରେ ମଧ୍ୟ ଗୋଟିଏ ବି ପଜିଟିଭ ମାମଲା ଚିହ୍ନଟ ହୋଇନାହିଁ। ୨୦୨୧ ମସିହା ଏପ୍ରିଲରେ ଭାରତକୁ…

ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାଜେକ ଘୋଷଣା । ପ୍ରଭାବିତ ଜିଲ୍ଲାର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣ ହେବ ମଧ୍ୟମ ମିଆଦୀ ହେବ । ସେହିପରି ବାତ୍ୟାରେ ଦୁଧି ଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ…

ବିଶ୍ୱ ପରିବେଶ ଦିବସ; ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ…