Latest Odisha News

BREAKING NEWS

Yearly Archives

2021

ରଜ ପାଇଁ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ କରାଯିବ…

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି…

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ

ଭୁବନେଶ୍ୱର : ୟାସ ପ୍ରଭାବିତ କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ବା ତା ଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମ ମାତ୍ର ଚାଷୀଙ୍କ ପାଇଁ ଇନପୁଟ…

ଯବାନଙ୍କୁ ଶେଷ ସଲାମ

ସଇଁତଳା :ଯବାନଙ୍କୁ ଶେଷ ସଲାମ । କାନ୍ଦୁଛି ଗାଁ , ଯବାନଙ୍କୁ ହରାଇ ଝୁରୁଛି ଭିଟାମାଟି । ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶେଷରେ ଗାଁ ମାଟିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଯବାନଙ୍କ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଯବାନ ଥବୀର ।…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: ପୂର୍ବରୁ ଠିକାଦାର କିମ୍ବା ବେସରକାରୀ ସଂସ୍ଥାକୁ ବଟି ମାଗି ସାମ୍ବାଦିକ ଗିରଫ ହେବା ଖବର ସାମ୍ନାକୁ ଆସିଥିଲା । କିଛି ହାତଗଣତି ଲୋକଙ୍କ ପାଇଁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଅଳ୍ପ ବହୁତ ବଦନାମ ବି ହୋଇଥିଲା । ହେଲେ ଏବେ କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ…

ଆପଣଙ୍କ ନାମରେ ପଂଜିକୃତ ସିମ୍‌କୁ ଅନ୍ୟ କେହି ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର: ମୋବାଇଲ୍ ସିମ୍ ଜାଲିଆତି । ଜଣକ ନାମରେ ପଂଜିକୃତ, ବ୍ୟବହାର କରୁଥିବେ ଅନ୍ୟ ଜଣେ । ଫିଲ୍ମ, ୱେବ୍‌ସିରିଜ୍ ଓ ଖାସ କରି ଅନେକ କ୍ରାଇମ୍ ସିରିଅଲରେ ଅପରାଧୀମାନେ ଅନ୍ୟ ଜଣକ ନାମରେ ଥିବା ସିମ୍ ବ୍ୟବହାର କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ତେବେ ରିୟଲ୍ ଲାଇଫରେ ବି ଏପରି ଅନେକ ଥର…

ସୃଜନଶୀଳତାର ଭିନ୍ନ ଏକ ପରିଚୟ: ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ପରିବାରର କୌଳିକ ବୃତ୍ତି ବଞ୍ଚାଇ ରଖିବା ସହ ଭିନ୍ନ କିଛି କରିବାର ନିଶା ରମେଶଙ୍କୁ କରିଛି ମତୁଆଲା । ମାଟି କାଦୁଅରେ ତିଆରି ତାଙ୍କ ଭଳିକି ଭଳି କଳାକୃତ୍ତି ଦେଖିବା ମାତ୍ରକେ ମୋହିନିଏ ଗ୍ରାହକର ମନ ।…

ପରଲୋକରେ ଏସୀୟ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବକ୍ସର୍ ଡିଙ୍କୋ ସିଂ

ଭୁବନେଶ୍ୱର: କରୋନା ବିରୋଧରେ ସେ ଜିତିଥିଲେ । ହେଲେ କ୍ୟାନ୍ସର ବ୍ୟାଧି ନିକଟରୁ ସେ ପରାଜିତ ହୋଇଛନ୍ତି । ଆଉ ନାହାଁନ୍ତି ଏସୀୟ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂ । ଦୀର୍ଘଦିନ ଧରି ଲିଭର କ୍ୟାନ୍ସର୍‌ରେ ପୀଡିତ ଥିବା ଏହି ବକ୍ସରଙ୍କର ଆଜି ଦେହାନ୍ତ ହୋଇଛି । ୨୦୧୭ରୁ…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…