Latest Odisha News

BREAKING NEWS

Yearly Archives

2021

ବିଏମ୍‌ସିକୁ ଆଉ ୨୦ କୋଟି

ଭୁବନେଶ୍ୱର: ବିଏମ୍‌ସିକୁ ଆଉ୨୦ କୋଟି ଟଙ୍କା ପ୍ରଦାନ । କୋଭିଡ ପରିଚାଳନା ନେଇଁ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦କୋଟି ଟଙ୍କା ମଞ୍ଜୁରୀ…

କିମ ଜୋଙ୍ଗଙ୍କ ସହ ମିଶି ପାକିସ୍ତାନ ପରମାଣୁ ମିସାଇଲର କ୍ଷମତା ବଢ଼ାଉଛି !

ନୂଆଦିଲ୍ଲୀ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବନ୍ଧୁତା ଭାରତକୁ ଚିନ୍ତାରେ ପକାଇଛି । ଚୀନର ସହଯୋଗରେ ପାକିସ୍ତାନ ଏବଂ ଉତରକୋରିଆ ପରମାଣୁ ମିସାଇଲ କ୍ଷମତା ବଢ଼ାଇବା ନେଇ କାର୍ଯ୍ୟ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ…

ସୁଶୀଲଙ୍କୁ ଝଟକା, ପୋଷକଯୁକ୍ତ ସ୍ୱତନ୍ତ୍ର ଆହାର ସେବନ ପାଇଁ ଆବେଦନ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିଆନ ରେସଲରଙ୍କୁ ବୁଧବାର ଆଉ ଏକ ଝଟକା ଲାଗିଛି । ପହଲିୱାନ ସାଗର ହତ୍ୟାକାଣ୍ଡରେ ଅଭିଯୁକ୍ତ ସୁଶୀଲ ଏବେ ଜେଲରେ ଅଛନ୍ତି । ଏଠାରେ ତାଙ୍କ ଶରୀର ପାଇଁ ଆବଶ୍ୟକ ମୁତାବକ ପୋଷକଯୁକ୍ତ ଆହାର ଯୋଗାଇବା ପାଇଁ ସେ ଆବେଦନ କରିଥିଲେ । ତେବେ ମୁଖ୍ୟ ବିଚାରପତି ସତବୀର ସିଂ…

ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଦାବୀ କଲେ ସିଥୋଲ

ପ୍ରିଟୋରିୟା: ଗୋଟିଏ ପ୍ରେଗେନ୍ସିରେ ୧୦ ଛୁଆ ଜନ୍ମ କରିଥିବା ଦାବୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ୩୭ ବର୍ଷୀୟା ଗେସିୟାମୋ ଥମରା ସିଥୋଲ । ମିରରରେ ପ୍ରକାଶିତ ଖବର ଅନୁସାରେ ପ୍ରାରମ୍ଭିକ ସ୍କାନ ରିପୋର୍ଟରେ ତାଙ୍କ ଗର୍ଭରେ ୬ଟି ଛୁଆ ଥିବା ଅନୁମାନ କରାଯାଇଥିଲା । ମାତ୍ର ପରେ ଏହା ୧୦ଟି ବୋଲି…

ଆଇପିଏସ୍ ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ଜେଲ୍ ଆଇଜି

ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଦୀପ୍ତେଶ ଏବେ ଆଇଜିପି ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ…

ହ୍ରଦ ମଧ୍ୟରେ କୁମ୍ଭୀର ସହ ଲଢ଼େଇ କରି ଭଉଣୀଙ୍କ ଜୀବନ ବଂଚାଇଲେ ଜର୍ଜିୟା

ମେକ୍ସିକୋ ସିଟି: ମ୍ୟାକ୍ସିକାନ ସିଟି ନିକଟରେ ଥିବା ଏକ ହ୍ରଦରେ ଦୁଇ ଯାଁଆଳ ଭଉଣୀ ମେଲିସା ଲରି ଓ ଜର୍ଜିୟା ବୋଟିଂ କରିବାକୁ ଯାଉଥିଲେ । କିଛି ସମୟ ଏହାର ମଜା ଉଠାଇବା ପରେ ମେଲିସା ପାଣିକୁ ଡେଇଁ ପହଁରିଥିଲେ । ହଠାତ୍ ଏକ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା । କୁମ୍ଭୀର ମେଲିସାକୁ କାବୁ…

ଖଣିଜ ସମ୍ପଦ ଚୋରି ଉପରେ ଲାଗିବ ରୋକ୍

ଯାଜପୁର : ଜିଲାରେ ଲଘୁ ଖଣିଜ ସଂପଦ ଚୋରି ଉପରେ ଲାଗିବ ରୋକ୍ । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମନ ନିଆଯିବ । ବିଭିନ୍ନ ଲିଜ ଅଂଚଳରେ ନିୟମିତ ଯାଂଚ କରାଯିବା ସହିତ ଲିଜ ଧାରୀ ମାନେ ସେମାନେ ବ୍ୟବହାର କରୁଥିବା ଗାଡିର ହିସାବ ଦେବେ । ବିିଭିନ୍ନ ଖଣି ଅଂଚଳରେ…

ଶ୍ରୀମନ୍ଦିରରେ ଭିଡ଼ ନେଇ କଟକଣା

ପୁରୀ : ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଲାଗିବ ଭିଡ଼ । ଏନେଇ ଏବେଠାରୁ କଟକଣା । ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇ ଥାଏ । ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହା ପ୍ରସାଦ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ…

‘ଦି ଟାଇମ୍ସ‌ ହାଇଅର ଏଜୁକେସନ୍‍’ ରାଙ୍କିଙ୍ଗ୍‌ରେ ଦେଶର ୩୦ତମ ସ୍ଥାନରେ କିଟ୍‌

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ଫଳଫଳ ପ୍ରକାଶ ପାଇଛି।…

ନିଜ ବିବାହ ଗୁମର ଫିଟାଇଲେ ସାଂସଦ ନୁସରତ; କହିଲେ ବିବାହ ବୈଧ ନୁହେଁ ତ ଛାଡପତ୍ରର ପ୍ରଶ୍ନ ନାହିଁ

ନୂଆଦିଲ୍ଲୀ: ନିଜ ବିବାହକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଟିଏମ୍‌ସି ସାଂସଦ ନୁସରତ ଜାହାନ। ଶେଷରେ ସର୍ବସାଧାରଣରେ ତାଙ୍କ ବ୍ୟକ୍ତିଗତ ଜୀବନର ଗୁମର ଫିଟେଇଲେ ନୁସରତ। ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କ ବୈବାହିକ ଜୀବନକୁ ନେଇ ଚାଲିଥିବା ମତଭେଦ ଏବଂ ବିଚ୍ଛେଦ ହେବା ବିଷୟରେ ନୂଆ…