Latest Odisha News

BREAKING NEWS

Yearly Archives

2021

କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର

ଭୁବନେଶ୍ବର : ମହାମାରୀ କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଉପ ବନ ସଂରକ୍ଷକ ବା ଡିସିଏଫ୍ ଭାବେ କାର୍ଯ୍ୟରତ ଥିଲେ ସନ୍ତୋଷ କୁମାର ବନଛୋର । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୯ ତାରିଖରେ…

୧୧ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ ୟୁରୋ କପ, ଏଥର ୧୧ ଦେଶରେ ଖେଳାଯିବ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ଟୁର୍ଣ୍ଣାମେଂଟ ୧୧ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ସମୟ ଅନୁସାରେ ଏହା ରାତି ୧୨ଟା୩୦ରୁ ଆରମ୍ଭ ହେବ । ଆଜରବୈଜାନାର ବାକୁ, ଡେନମାର୍କର କୋପେନହେଗନ, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ, ହଙ୍ଗେରୀର ବୁଡାପେଷ୍ଟ, ଇଟାଲୀର ରୋମ,…

ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଦେବେ ସାଂସଦ

ମୁମ୍ବାଇ: ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଭରିବେ ସାଂସଦ। ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଅମରାବତୀ ଲୋକସଭା ସଦସ୍ୟ ନବନୀତ କୌର ରାଣାଙ୍କୁ ଦିଆଯାଇଥିବା ଜାତିଗତ ପ୍ରମାଣପତ୍ରକୁ ବାତିଲ କରିଦେଇଛନ୍ତି। ଏହାଛଡ଼ା କୋର୍ଟ କହିଛନ୍ତି ଯେ ଏହା ହେଉଛି ଜାଲ ଜାତିଗତ…

ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲର ୮ମ ସଂସ୍କରଣ ପାଇଁ ମଙ୍ଗଳବାର ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଓଡିଶା ଏଫସି ଚୁକ୍ତି କରିଛି । ଏହି ଉଦୀୟମାନ ଖେଳାଳି ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ୨୦୧୫ରେ ଆଇଜାଲ ଏଫସି ପକ୍ଷରୁ ପ୍ରଫେଶନାଲ କ୍ୟାରିୟର ଆରମ୍ଭ…

କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର

ବଲାଙ୍ଗୀର: କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର । ଜୀବନ ଯୁଦ୍ଧରେ ହାରିଗଲେ ବଲାଙ୍ଗୀର ଏଚଆରପିସି ଡିଏସପି ଶେଷ ଦେବ ବରିହା । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ…

ଜମି ହଡପ ଅଭିଯୋଗରେ ୧୨ ଘଣ୍ଟିଆ ଧାରଣା

ପରଜଙ୍ଗ: ଜମି ହଡପକୁ ନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁରେ ଦଳିତ ପରିବାରର ଜମି ହଡପକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣାରେ ବସିଲେ ୫ ଗୋଟି ଦଳିତ…

ମୟୁରଭଂଜରେ ଅବକାରୀ ଚଢାଉ, ମଦ ଜବତ ଜଣେ ଗିରଫ

ବାରିପଦା: ସମଗ୍ର ରାଜ୍ୟରେ କରୋନା କହର । ହେଲେ ଅଧିକାଂଶ ଜିଲ୍ଲାରେ ଥମିନି ନକଲି ମଦ କାରବାର । ପ୍ରତିଦିନ କେଉଁଠି ନା କେଉଁଠି ଅବକାରୀ ବିଭାଗର ଚଢାଉରେ ଧରାପଡୁଛି ବିପୁଳ ପରିମାଣର ବେଆଇନ ଅଥବା ନକଲି ମଦ । ହେଲେ ସୁଧୁରିବାକୁ ନାଁ ଧରୁନାହାଁନ୍ତି ନିଶା ବେପାରୀ । ଆଜି ମୟୁରଭଂଜ ଅବକାରୀ…

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନଗୁଡିକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଏସବୁ ଭିତରେ ବିଶେଷ କରି ସହରାଞ୍ଚଳରେ ଉଠାଦୋକାନ କରି…

ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ଦେଶରେ ମହାମାରୀ ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶର ସବୁ ନାଗରିକଙ୍କ ଲାଗି ମାଗଣା କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଦେଶର…

ଇକମୋ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ କରାଗଲା ଏୟାର ଲିଫ୍ଟ

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇପଡିଥିଲା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଛି । ଆଜି କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ସ୍ପେଶାଲ କରିଡରରେ ସୃଷ୍ଟି କରି ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବା ପରେ…