Latest Odisha News

BREAKING NEWS

Yearly Archives

2021

କେନ୍ଦ୍ର ସରକାରଠାରୁ ଏହି ୬ ପ୍ରଶ୍ନର ଉତର ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା- ୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ…

ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ସିଦ୍ଧୁ ନିଖୋଜ ପୋଷ୍ଟର ଲାଗିଲା, ସନ୍ଧାନକାରୀଙ୍କୁ ୫୦ ହଜାର ପୁରସ୍କାର

ଚଣ୍ଡୀଗଡ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବେଜାତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ତାଙ୍କ ନିର୍ବାଚନ ମଣ୍ଡଳୀର ବିଭନ୍ନ ସ୍ଥାନରେ ଲଗାଯାଇଛି । ଏପରିକି ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରର ଉଲ୍ଲେଖ ରହିଛି ।…

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍…

କରୋନା ମହାମାରୀ ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଟୀକାକରଣ ନୀତି ନେଇ ବୁଧବାର ସୁପ୍ରିମ କୋଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାରଙ୍କ କେତେକ ଯୁକ୍ତି ତର୍କହୀନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟୀକା ପାଇଁ ଉଦ୍ଦିଷ୍ଟ ୩୫ ହଜାର କୋଟି ଟଙ୍କାର ବଜେଟର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସୂଚନା ଦେବା ପାଇଁ…

ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ନିକଟରେ ମିଳିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ବିଗ୍ ବସ୍ ସିଜିନ ୧୫ରେ…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ବର୍ଷରେ ୨୯ ଆଇସିସି ଟୁର୍ଣ୍ଣାମେଂଟ

ଦୁବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ଫ୍ୟୁଚର ଟୁର ପ୍ରୋଗ୍ରାମ ଘୋଷଣା କରିଛି । ଏହା ମଧ୍ୟରେ ୨୭ ଆଇସିସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିରେ ୪ଟି୨୦ ବିଶ୍ୱକପ ହେବ ଯେଉଁଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨ଟି…

କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ…

ଗତ ୨ ମାସରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଯୋଗୁଁ ଦେଶରେ ୨.୨୭ କୋଟି ଲୋକ ଚାକିରି ହରାଇଛନ୍ତି। ଏ ନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଇଓ ମହେଶ ବ୍ୟାସ ସୂଚନା ଦେଇଛନ୍ତି। "ଦେଶରେ ମୋଟ ଚାକିରୀ ସଂଖ୍ୟା ୪୦ କୋଟି ରହିଛି। ଏହି ୪୦ କୋଟି ଲୋକଙ୍କ ମଧ୍ୟରୁ ଗତ ୨ ମାସ ମଧ୍ୟରେ…

ଟିକା ନ ନେଲେ ଦରମା ବନ୍ଦ

ନୂଆଦିଲ୍ଲୀ: କୋଭିଡ ଟିକାକରଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ ଟିକାକରଣ ନକଲେ ସରକାରୀ କର୍ମଚାରୀ ସେମାନଙ୍କ ଦରମା ପାଇବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ “ଟିକାକରଣ…