Latest Odisha News

BREAKING NEWS

Yearly Archives

2021

ଧସୁଛି ନଦୀ ବନ୍ଧ, ବିପଦରେ ଭଦ୍ରକର ଦୁଇଟି ଗାଁ

ଭଦ୍ରକ: ବାତ୍ୟା ୟାସ୍ ପରେ ଭଦ୍ରକରେ ବୃଦ୍ଧି ପାଇଥିଲା ବନ୍ୟା ଜଳ । ହେଲେ ଏବେ ହ୍ରାସ ପାଇଛି ବନ୍ୟା ଜଳ, ଧସୁଛି ନଦୀ ବନ୍ଧ । ଏ ନେଇ ଭଦ୍ରକର ଦୁଇଟି ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ବନ୍ୟା ଜଳ ହ୍ରାସ ପାଇବା ପରେ ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟିର ୫୦…

ଆତଙ୍କ ଖେଳାଇଲେ ଲୁଟେରା, ଗୋଟିଏ ରାତିରେ ଏକାଧିକ ଲୁଟ୍

ବଲାଙ୍ଗୀର: ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି । ଏହି ମଉକାରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ । ବଲାଙ୍ଗୀର ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ଗାଁରେ ଗୋଟିଏ ରାତିରେ ତିନିତିନୋଟି ଲୁଟ୍ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି । ପୁଇଁନ୍ତଳା ଥାନା ଅଧିନରେ ଥିବା…

ଟିକା ଲଢେଇ ପାଇଁ ଏକଜୁଟ ହେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ବିରୋଧ ଲଢେଇରେ ଏକଜୁଟ ହେବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଟିକାକରଣ ଉପରେ ଧ୍ୟାନ ଦେବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ତାଙ୍କ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ…

ପୁରୀରେ ପହଂଚିଲା ରଥ ଦଉଡି

ପୁରୀ: କରୋନା ମହାମାରୀରେ କଟକଣା ଅନୁଯାୟୀ ଚଳିତବର୍ଷ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ତଥା ଓଡିଆଙ୍କ ଗର୍ବ ଗୌରବ ପବିତ୍ର ରଥଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି ରଥ ଦଉଡି । ଯେଉଁଥିରେ ୧୪ଟି ଦଉଡି ରଥ ପାଇଁ ଆସିଥିବାବେଳେ କର୍ଡନ୍ ପାଇଁ ୬ଟି ଦଉଡି ଅଣାଯାଇଛି । ସର୍ବମୋଟ…

ତାଳଚେର କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ସାଇଲୋ

ତାଳଚେର: ଭରତପୁର କୋଇଲା ଖଣିର କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ । ଗତକାଲି ରାତିର ଅଗ୍ନିକାଣ୍ଡ ଘଟିଥିଲାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି । ମିଳଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଇଲୋରେ ଲାଗିଥିବା ବେଲ୍ଟରେ ହଠାତ୍ ନିଆଁ…

ଏନ୍‌ଏଚ୍‌ଆର୍‌ସିର ନୂଆ ଅଧ୍ୟକ୍ଷ ‌ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ବୁଧବାର ଜାତୀୟ ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଡିସେମ୍ବର ୨୦୨୦ରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏଚ୍ ଏଲ୍ ଦତ୍ତୁ ତାଙ୍କ…

ପୋଲିସ ଜାଲରେ ପଡିଲା କୁଖ୍ୟାତ ମାଓନେତା ସୋବରାୟ

ମାଲକାନଗିରି: କରୋନା ମହାମାରୀରେ ସଂକ୍ରମିତ ହୋଇ ଛଟପଟ ହେଉଛି ଲାଲ ବାହିନୀ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଅନେକ ମାଓନେତା କରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ପ୍ରଚାରିତ ଖବର ଯେ, ସତ ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି । ମାତ୍ର…

ପୁଣି ନଗଡାରେ ଚାଂଚଲ୍ୟ ଖେଳାଇଲା ବାଲ୍ୟ ବିବାହ

ଯାଜପୁର: ଆଜିର ସମୟରେ ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ତଥାପି ବାଲ୍ୟ ବିବାହ ଭଳି କୁପ୍ରଥାରୁ ମୁକୁଳିପାରିନି ଆମ ସମାଜ । ଏଥିପାଇଁ ସରକାର ବହୁ ପ୍ରକାର ସଚେତନ କରିଥିଲେ ବି ଲୋକେ କିନ୍ତୁ ସୁଧୁରିବାକୁ ନାଁ ଧରୁନାହାଁନ୍ତି । ଅନ୍ୟ କେଉଁଠି ନୁହେଁ ଯାଜପୁର ସୁକିନ୍ଦା ବ୍ଲକର ଅପହଂଚ ଇଲାକା…

ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର; ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ଅସ୍ବାସ୍ଥ୍ୟକର ବୋଲି ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶ ପାଇଛି। କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସ୍‌ଲେ ନିଜେ ସ୍ବୀକାର କରିଛି। କମ୍ପାନୀର ଏକ…

ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହେଲା ନୂଆ ସେକ୍ସନ MBPY-Covid

ଭୁବନେଶ୍ୱର: କରୋନାରେ ବାପା-ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ଓଡ଼ିଶା ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ବି ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…