Latest Odisha News

BREAKING NEWS

Yearly Archives

2021

ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣରେ ଆଦାନୀ ଫାଉଣ୍ଡେସନର ପ୍ରମୁଖ ଭୂମିକା

ଧାମରା : କୋଭିଡ ଭଳି ମହାମାରୀ ବିରୋଧରେ ଲଢ଼େଇ କରୁଛି ସାରା ବିଶ୍ବ । କିପରି ଏହାକୁ ରୋକାଯିବ ସେନେଇ ଜାରି ରହିଛି ଉଦ୍ୟମ । କିନ୍ତୁ ଭାରତରେ ସ୍ଥିତି ଜଟିଳ ଥିବା ବେଳେ, ଚିକିତ୍ସାରେ ସମସ୍ୟା ସୃଷ୍ଟି କରିଛି ଅମ୍ଳଜାନ । ଏଭଳି ସ୍ଥିତିରେ ସରକାରଙ୍କୁ ସମର୍ଥନ କରିବା ପାଇଁ ଆଦାନୀ ଗ୍ରୁଫର…

ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ରାଉରକେଲା : ମହାମାରୀ କରୋନାକୁ ମାତ୍ ଦେବା ପାଇଁ ରାଉରକେଲା ଚାଲିଛି ଟିକାକରଣ ଅଭିଯାନ । ସହରରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। । ଆଜି ୧୪୯ ଜଣ…

କଣ ପାଇଁ ସଚିନ କହିଲେ ଏହି ୨ଜଣ ଖେଳାଳିଙ୍କ ସହ ନ ଖେଳିବା ଯୋଗୁ ମୋ ଆନ୍ତର୍ଜାତୀୟ କ୍ରିକେଟ ଅସମ୍ପୂର୍ଣ୍ଣ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ୨ଟି ଖେଳାଳିଙ୍କ ସହ ଖେଳିବା ସୁଯୋଗ ନ ପାଇବା ଏହାକୁ ଅସମ୍ପୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି । ସଚିନ କହିଛନ୍ତି ମୁଁ ଖେଳ ଆରମ୍ଭ…

ତାତିରେ ଶିଝିଲା ଟିଟିଲାଗଡ଼, ୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଛି ତାତି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଲେଣି ରାଜ୍ୟବାସୀ । ଏହାରି ଭିତରେ ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଟିଟିଲାଗଡ଼ରେ ପାରଦ ଉଚ୍ଚରେ ରହିଛି । ଏଠାରେ ପାରଦ ଛୁଇଁଛି ୪୨ ଡିଗ୍ରୀ । ଏନେଇ ସୂଚନା ଦେଇଛି…

ଜୁନ ୧୭ ଯାଏଁ ରାଜ୍ୟରେ ବଢିଲା ଲକ୍ ଡାଉନ

ଭୁବନେଶ୍ୱର: ପୁଣି ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ୧୭ ଯାଏଁ ଲକ୍‌ଡାଉନ ବଢିଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ବାହାଘର ସମୟରେ ପୂର୍ବ ଭଳି ୨୫ ଜଣଙ୍କୁ ହିଁ ଅନୁମତି ଦିଆଯିବ । ଶୁଦ୍ଧି…

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ଫୋନ କଲ, ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାବଳ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବୋମା ଖଂଜା ଯାଇଥିବା ନେଇ ଫୋନ କଲ ଆସିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଟିମ୍ ସଚିବାଳୟ ଓ ଏହାର ଆଖ ପାଖ ଅଂଚଳକୁ ତନ୍ନ ତନ୍ନ କରି ଖୋଜୁଛନ୍ତି । କଲ କେଉଁଠାରୁ ଆସିଥିଲା ତାହାର ମଧ୍ୟ ତଦନ୍ତ…

ନିର୍ମଳ ଶ୍ରୋତା

କିଛି ଦିନ ତଳେ ଓଡିଶାର ଜଣେ ବିଶିଷ୍ଟ ଲୋକଙ୍କର ଇ-ମେଲ୍ ପାଇଥିଲି । ଶୀତତାପ ନିୟନ୍ତ୍ରିତ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରେ ଆୟୋଜିତ ହେବାକୁ ଥିବା ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଥିଲା । ଫେରନ୍ତା ମେଲ୍ ରେ ମୋର ସମ୍ମତି ଜଣାଇବାକୁ କୁହାଯାଇଥିଲା ।…

ଚୋକସିଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପଠାଇଲା ଡକ୍ୟୁମେଂଟ,ପ୍ରାଇଭେଟ ଜେଟ

ନୂଆଦିଲ୍ଲୀ: ମେହୁଲ ଚୋକସି ଗୁରୁତର ଅପରାଧ କରିଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ କରଯାଉ ବୋଲି ଭାରତ ସରକାର ଆଂଟିଗୁଆ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଭାରତ ପ୍ରତ୍ୟର୍ପଣ ଡକ୍ୟୁମେଂଟ ଏବଂ ପ୍ରାଇଭେଟ ଜେଟ ମଧ୍ୟ ପଠାଇଛି । ଆଂଟିଗୁଆ ସରକାର ଏଥିପାଇଁ ଅନୁମତି ପ୍ରଦାନ କଲେ…

ଏହି ଭାରତୀୟ ଛାତ୍ରଙ୍କୁ ମିଳିଲା ୧୦ ବର୍ଷର ୟୁଏଇ ଗୋଲଡେନ୍ ଭିସା

ଦୁବାଇ: ଜଣେ ଭାରତୀୟ ଛାତ୍ରକୁ ମିଳିଛି ୧୦ ବର୍ଷ ପାଇଁ ୟୁଏଇର ଗୋଲଡେନ୍ ଭିସା। ଯାହା ମୁଖ୍ୟତ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ ରହିଥାଏ। ରିପୋର୍ଟ ଅନୁଯାୟୀ ଏହି ଭିସା କେରଳର ତସ୍‌ନିମ୍‌ ଅସଲାମଙ୍କୁ ମିଳିଛି। ସେ ଛାତ୍ର ବର୍ଗରେ ଗୋଲଡେନ ଭିସା ଗ୍ରହଣ କରିଛନ୍ତି ଏବଂ…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଅନେକ ସ୍ଥାନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମେ ୩୧ରୁ ଜୁନ୍ ୧ ଯାଏଁ- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା, ବଲାଙ୍ଗୀର,…