Latest Odisha News

BREAKING NEWS

Yearly Archives

2021

ଅଶ୍ୱୀନଙ୍କ ଚମତ୍କାର ଶତକ, ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ବିଜୟ ଲକ୍ଷ୍ୟ,୫୩/୩

ଚେନ୍ନାଇ: ଏଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ଶତକ(୧୦୬) ଏବଂ ବିରାଟ କୋହଲି(୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ…

ମହାକାଶକୁ ସାଟେଲାଇଟରେ ପଠାଯିବ ଶ୍ରୀମଦ ଭଗବଦ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ: ଏଥର ମହାକାଶକୁ ଉପଗ୍ରହ ମାଧ୍ୟମରେ ପଠାଯିବ ଶ୍ରୀମଦ ଭଗବଦ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଫେବୃୟାରୀ ୨୮ରେ ସତୀଶ ଧାୱନ ସାଟେଲାଇଟରେ ପିଏସଏଲଭି-୫୧ ରକେଟରେ ଏହା ପଠାଯିବ । ଏହା ବ୍ୟତୀତ ୧୦୦୦ ବିଦେଶୀ ଲୋକଙ୍କ ସହ ୨୫୦୦୦ ଲୋକଙ୍କ ନାମ ମଧ୍ୟ ଏଥିରେ ରହିବ ।…

ପରଲୋକରେ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ…

ଜେଡୁୟୁର ବରିଷ୍ଠ ନେତାଙ୍କୁ ଭେଟିଲେ କହ୍ନେୟା କୁମାର

ପାଟନା:ସିପିଆଇ ନେତା ତଥା ଜେଏନୟୁର ବିବାଦୀୟ ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ନେଇ ଏଥର ଆଉ ଏକ ଚର୍ଚ୍ଚା ଜୋର ଧରିଛି । ଜେଡୁୟୁର ବରିଷ୍ଠ ନେତା ଅଶୋକ ଚୌଧୁରୀଙ୍କୁ କହ୍ନେୟା ଭେଟିବା ବିଭିନ୍ନ ପ୍ରକାରର ପୂର୍ବାନୁମାନ ଆରମ୍ଭ ହୋଇଛି । ଏପରିକି ସେ ଜେଡୁୟୁରେ ମିଶିବା ପାଇଁ ଉଦ୍ୟମ…

ଢେଙ୍କାନାଳରେ ଦୁଇ ନାବାଳିକାଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ

ଢେଙ୍କାନାଳ: ଟାଉନ ବଜାର ସ୍ଥିତ ଚାଜିଚୌକ ଛକରେ ଦୁର୍ଘଟଣା । ରଙ୍ଗରୁଟରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଦୁଇ ଶିଶୁଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି । ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବାଲେଶ୍ଵର : ସାପ୍ତାହିକ ସାହିତ୍ୟ ପତ୍ରିକା କେଦାର ଭାରତୀର ବାର୍ଷିକ ବିଶେଷାଙ୍କ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ…

ଗ୍ରାଣ୍ଡସ୍ଲାମ ଟେନିସରେ ୩୦୦ତମ ବିଜୟ ହାସଲରେ ଦ୍ୱିତୀୟ ଖେଳାଳି ହେଲେ ଜୋକୋଭିଚ

ମେଲବୋର୍ଣ୍ଣ: ଟେନିସ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ସର୍ବିୟାର ନୋଭାକ ଜୋକୋଭିଚ ଗ୍ରାଣ୍ଡସ୍ଲାମ ମୁକାବିଲାରେ ୩୦୦ ବିଜୟ ହାସଲ କରିଛନ୍ତି । ସୁଇଜରଲାଣ୍ଡର ରୋଜର ଫେଡେରର ସର୍ବାଧିକ ୩୬୫ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନରେ କାନାଡାର ମିଲୋସ ରାଓନିକଙ୍କୁ ୭-୬,…

ଅସନ୍ତୋଷର ଅନ୍ତଃସ୍ୱର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବିଶ୍ୱର ସୃଷ୍ଟି ଠୁଁ ଆଜି ଅବଧି ଅନେକ ବିଚିତ୍ର ଓ ବୈଚିତ୍ର‌୍ୟମୟ ଘଟଣାମାନ ଘଟିଚାଲିଛି । ବିଗତ ୩୦୦ ବର୍ଷ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ପରେ ଏକବିଂଶ ଶତାଦ୍ଦୀର ଆରମ୍ଭରେ ଅତ୍ୟନ୍ତ…

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରି୍‌ବା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ବିକାଶରେ ବାଧା ସୃଷ୍ଟି କରୁଥିବାରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ…

ଅମୀରଙ୍କ ପୁଅ ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଗୁଜରାଟର ପତ୍ରକାର ଓ ସମାଜସେବୀ କରସନଦାସ ମଲଜୀଙ୍କ ଜୀବନୀ ଉପରେ ଆଧାରିତ । ଶୁଟିଂ ପୂର୍ବରୁ ଜୁନୈଦଙ୍କ ଭଉଣୀ ଇରା ଖାଁ ଏଥିନେଇ ଭାଇଙ୍କୁ ଶୁଭେଚ୍ଛା…