Latest Odisha News

BREAKING NEWS

Yearly Archives

2021

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ୪ ଜଣଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏଥିପାଇଁ ୪ ଜଣଙ୍କର ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି । ଜୁଡିସିଆଲ୍ ଅଫିସର ରାଧାକୃଷ୍ଣ…

ସାବଧାନ ! ବଳପୂର୍ବକ ଚାନ୍ଦା ମାଗିଲେ ପୋଲିସ ନେବ ଆକ୍ସନ

କଟକ: ପାର୍ବଣ ସିଜିନ୍ ଆରମ୍ଭ ହୋଇଛି । ଆଗକୁ ଆସୁଛି ଦଶହରା । ଏହି ସମୟରେ କେହି ଚାନ୍ଦା ମାଗୁଥିଲେ ସତର୍କ ଓ ସାବଧାନ ହୋଇ ଯାଆନ୍ତୁ । ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଚେତେଇ ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ…

ହାତୀ ଆତଙ୍କରେ ଥରୁଛି ଗାଁ

ଢେଙ୍କାନାଳ : ପୁଣି ଗଜରାଜ ଆତଙ୍କ । ଗାଁ ଭିତରେ ଏବେ ଦିନ ଦିପହରରେ ବି ଆତଙ୍କ ଖେଳାଉଛନ୍ତି ହାତୀ ପଲ । ଗାଁ ଦାଣ୍ଡରେ ପଡିଲାଣି ତାଟି କବାଟ । ଗାଁରେ ପଶି ଫସଲ ନଷ୍ଟ କରିଚାଲିଥିବା ବେଳେ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ ।  ଢେଙ୍କାନାଳ ଜିଲ୍ଲାରେ ବଣୁଆ ହାତୀଙ୍କ ଆତଙ୍କ l ଜିଲ୍ଲା ସଦର…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ଯୁବକ

ଯାଜପୁର: ମାଛ ଧରିବାକୁ  ଯାଇ ନାଳରେ ବୁଡି ଯୁବକଙ୍କ ମୃତ୍ୟୁ ।  ଏଭଳି ଅଘଟଣ ଘଟିଛି ଯାଜପୁର ସଦର ଥାନା ଯମଧର ଡିଆ ନାଳରେ । ମୃତକ ହେଲେ ଯମଧର ଗାଁର ରାମହରି ଖୁଣ୍ଟିଆ । ଆଜି ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ । ଏତିକିବେଳେ ନାଳରେ ଖସି ଯାଇଥିଲେ ରାମହରି । କିଛି ଲୋକ ତାଙ୍କୁ ଭାସି…

ଆରବ ସାଗରରେ ଆସୁଛି ବାତ୍ୟା ‘ସାହିନ୍’, ନେଇପାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ…

ପିପିଲି ଉପନିର୍ବାଚନ: ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ । କୋଭିଡ୍…

ଭୋଟ୍ ଦେଲେ ରୁଦ୍ର ଓ ମହାରଥୀ ପରିବାର

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ…

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିଦପ ସଙ୍କେତ ଟପିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ସ୍ତର ୫.୫୦ ମିଟର ରହିଥିବା ବେଳେ ଏବେ ୫.୭୭ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ବାଲେଶ୍ୱର…

ଟ୍ରକ-ଟେମ୍ପୋ ମୁହାଁମୁହିଁ ଧକ୍କା, ୨ ମୃତ

ବଲାଙ୍ଗିର: ଦୁର୍ଘଟଣା ନେଲା ୨ ଜଣଙ୍କର ଜୀବନ । ଟ୍ରକ ସହ ଟେମ୍ପୋର ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଲୁହୁରାପାଲି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଟେମ୍ପୋ ଆରେହୀ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାର ଆଉ…

ରାଗିଂ ଅଭିଯୋଗରେ ବୁର୍ଲା ଭିସୁଟର ୧୨ ଛାତ୍ର ବହିଷ୍କୃତ

ସମ୍ୱଲପୁର: ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଓ ଅନ୍ୟ ୧୦ ଜଣଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ବିଶ୍ୱବିଦ୍ୟାଳୟ ଶୃଙ୍ଖଳା…