ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରସାରିତ ହେବ ସ୍କନ୍ଦ ପୁରାଣ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦିବଙ୍ଗତ ପ୍ରତିଷ୍ଠାତା ଗୋପୀନାଥ ମହାନ୍ତିଙ୍କ ସ୍ମୃତିରେ ସଞ୍ଚିତା ମହାନ୍ତି ଓ ପରିବାରର ସହଯୋଗରେ ପ୍ରଥମ ଥର ପାଇଁ ଓଡ଼ିଆରେ ମହାପ୍ରଭୁଙ୍କ ସ୍କନ୍ଦ ପୁରାଣ( ଉତ୍କଲଖଣ୍ଡ) ଶ୍ରୀଦାରୁବ୍ରହ୍ମଙ୍କ ଅମର ଗାଥା ପଣ୍ଡିତ ଶ୍ରୀଯୁକ୍ତ…