Latest Odisha News

BREAKING NEWS

Yearly Archives

2021

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ…

ରାଜ୍ୟରେ ୨ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୧ହଜାର ୯୯୩ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୧ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୩୯ । ୬ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।…

ପୁରୀ ରଥଯାତ୍ରା: ପହଣ୍ଡିରେ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ମହାପ୍ରଭୁ

ପୁରୀ: ଆଜି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀଙ୍କୁ ବିଜେ କରିବେ କାଳିଆ ଠାକୁର । ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପ୍ରଥମେ ବଡ଼ଦାଣ୍ଡକୁ ବିଜେ କରିଛି ଶ୍ରୀସୁଦର୍ଶନ । ପହଣ୍ଡିରେ ଆଣି ତାଙ୍କୁ…

କ୍ରୁଶବିଦ୍ଧ କୃଷିସଂସ୍କୃତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡ଼ମାନଙ୍କ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି…

ରଥ ଅଳଙ୍କରଣ

ରଥଗୁଡ଼ିକର ବିସ୍ତୃତ ଚିତ୍ରଣ ଓ ଅଳଙ୍କରଣ ବ୍ୟବସ୍ଥା ଅନନ୍ୟ । ବହୁ ସଂଖ୍ୟକ ନିଦା କାଠ ନିର୍ମିତ ଏହି ଚଳତ୍‌କ୍ଷମ ଦୁର୍ଗ ସଦୃଶ୍ୟ ରଥକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ଏହାର ବାହ୍ୟଭାଗକୁ ବିଶେଷ ଭାବେ ବର୍ଣ୍ଣ-ସନ୍ତୁଳିତ ରଙ୍ଗିନ କପଡ଼ାରେ ଆଚ୍ଛାଦିତ କରାଯିବା ସହ ଶିଖର ଡ଼ମ୍ବରୁଯୁକ୍ତ…

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୨-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୨ ରିଖ ସୋମବାର ମିଥୁନ ୨୮ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର- ମିଥୁନ ରାଶିର ନିଷେଧ ଖାଦ୍ୟ- ବୋଇତି କଖାରୁ ଆଜି ଶ୍ରୀଗୁଣ୍ଡିଚା…

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ…