Latest Odisha News

BREAKING NEWS

Yearly Archives

2021

ଡକାୟତି ଉଦ୍ୟମ ବିଫଳ, ୬ ଗିରଫ

ପୁରୀ : ଡକାୟତି ଉଦ୍ୟମ ବିଫଳ | ତାଳବଣିଆ ଥାନା ପୋଲିସ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ପାଟ୍ରୋଲିଂ ସମୟରେ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ଏକ ୬ ଜଣିଆ ଡ଼କାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର…

ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ୧୩୯ ରନର ବିଜୟ ଲକ୍ଷ୍ୟ ରଖିଛି । ରିଜର୍ଭ ଦିବସରେ ବାକି ଥିବା ୫୩ ଓଭରରେ ନ୍ୟୁଜିଲାଣ୍ଡକୁ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଜାଡେଜା ଶ୍ରେଷ୍ଠ ଅଲରାଉଣ୍ଡର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଜାରି କରାଯାଇଥିବା ଟେଷ୍ଟ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ…

ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ

ପୁରୀ : ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ । ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କର ପହଣ୍ଡି ବିଜେ ଠାରୁ ଆରମ୍ଭ କରି ସ୍ନାନ ବେଦୀ ରେ ସ୍ନାନ କରିବାର ଦୃଶ୍ୟ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ…

ବିପଦ ଏଡାଇବା ପାଇଁ ଟିମ୍ ଇଣ୍ଡିଆର ସଂଘର୍ଷ ଜାରୀ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବିପଦ ଏଡାଇବା ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନମାନେ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଏଲୋପାଥି ଉପରେ ଦେଇଥିବା ବିବଦୀୟ ମନ୍ତବ୍ୟ ଉପରେ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏକାଧିକ ଏଫ୍ଆଇଆର୍‌ ଶୁଣାଣିକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାବା ରାମଦେବ। ସୂଚନା ଥାଉ କି, ସେ କୋଭିଡ-୧୯ ମାମଲାର…

ଇନ୍ଦିରା ହେବେ କଙ୍ଗନା !

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱିତ ବଳିଷ୍ଠ ଅଭିନୟ ଏବଂ ବିଭିନ୍ନ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ଅଭିନୟ…

ଏଥର ବି ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ହେଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଏଥର ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି…

ଟିକା ନନେଲେ ଦେଶ ଛାଡି ଭାରତ ପଳାଅ

ଫିଲିପାଇନ୍ସ: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଟିକା ନେବାକୁ ଚାହୁଁନଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଛନ୍ତି। ଏହାସହ ଯେଉଁମାନେ ଟିକା ନେବାକୁ ଇଚ୍ଛୁକ ନାହାନ୍ତି ସେମାନେ ଦେଶ ଛାଡି ଭାରତ କିମ୍ବା ଆମେରିକା ପଳାଇବାକୁ କହିଛନ୍ତି। ଫିଲିପାଇନ୍ସ ଦକ୍ଷିଣ…

ଡରାଇଲାଣି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ, ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଲାଣି ୪୦ ମାମଲା

ଭୁବନେଶ୍ବର : ଚିନ୍ତା ବଢାଇଛି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ । କିଛି ରାଜ୍ୟରେ ଚିହ୍ନଟ ହେଲାଣି ୪୦ ଡେଲଟା ପ୍ଲସ ଭ୍ୟାରିଏଣ୍ଟ । ଏହା ଡେଲଟା ଭାଇରସର ଏକ ମ୍ୟୁଟାଣ୍ଟ ବୋଲି ଜଣାପଡିଛି । ଏହି ମାମଲା ଚିହ୍ନଟ ହେବା ପରେ ସବୁ ସ୍ତରରେ ଚାଲିଛି ଅନୁଧ୍ୟାନ । କେତେ ସଂକ୍ରମଣ କରିବ, କେତେ ଗୁରୁତର…