୭୫ ଦିନ ପରେ ଖସିଲା କରୋନା ସଂକ୍ରମଣ, ଦିନକରେ ୬୦ ହଜାର ପଜିଟିଭ
ନୂଆଦିଲ୍ଲୀ: ଦେଶରେ ୭୫ ଦିନ ପରେ ଖସିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୦ ହଜାର ୪୭୧ ଜଣ ।
ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି।…