Latest Odisha News

BREAKING NEWS

Yearly Archives

2022

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ…

ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି। ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ…

କବିତା : ମୁଁ ଆଉ ତୁମେ

ସରୋଜ କୁମାର ପଣ୍ଡା  ମୁଁ ତ ଆଖି ବନ୍ଦ କରି ବାହୁ ବନ୍ଧନରେ ବାନ୍ଧି ହୋଇଥିଲି ପ୍ରସ୍ତୁତ ଥିଲି ନିଜକୁ ସମର୍ପି ଦେବାକୁ ଶୁନଶାନ ରାତିର ବନ୍ଦ କୋଠରୀରେ, ତମେ ଥିଲ , ମୁଁ ଥିଲି ଆଉ ଥିଲା ଏକ ଏକାନ୍ତ ମୁହୂର୍ତ୍ତ ହୃଦ-ସ୍ପନ୍ଦନ ବଢ଼ୁଥିଲା ନିଶ୍ୱାସର ଶବ୍ଦ ସହ ଥରୁଥିଲା ଓଠ ଆଉ…

ମନେ ପଡ଼ନ୍ତି ପ୍ରବାଦ ପୁରୁଷ

ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଦା ପ୍ରସନ୍ନ ଦାସ ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଲବୀ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା । ଯାହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ପୂର୍ବରୁ, କାରଣ ବାରି ପୂର୍ଣ୍ଣ ମୁକ୍ତିପ୍ରଦ ରୋହିଣୀକୁଣ୍ଡ ଓ ଅକ୍ଷୟବଟ (ବର୍ତ୍ତମlନ କଳ୍ପବଟ )ମଧ୍ୟ ସ୍ଥଳରେ ସ୍ଵର୍ଣ ପଦ୍ମ ଆସନରେ ନୀଳକାନ୍ତମଣି…

ଶିଶୁ କବିତା : ଆମେ ସବୁ ମହୁମାଛି

ପ୍ରତିଭା ସାହୁ  ଆସଲୋ ଆସ ସାଙ୍ଗ ସାଥି ସଭି ମହୁମାଛିମାନେ ଆସ ଜାତି ଜାତି ଫୁଲ ଫୁଟି ହସୁଅଛି ନରମ ଫୁଲରେ ବସ ।। ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ଫୁଲରୁ ଫୁଲକୁ ଉଡ଼ିବା ସକାଳ ସୁରୂଯ ସୁନେଲି କିରଣେ ହସି ଖେଳି ନାଚି ଯିବା ।। ପବନରେ ଝୁଲି ଫୁଲରେ ବସି ମିଠା ରସ ଶୋଷିଯିବା…

ଭାଷା ଭାଗବତ : ଶବ୍ଦବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୮ ଶବ୍ଦକୁ ବୀଜ ପରି ବୁଣ ଯଦି ହୋଇବ ଅଂକୁରଣ ଭାଷୀଏ କରିବେ ଗ୍ରହଣ ନ ହେଲେ ବ୍ୟର୍ଥ ହେଲା ଜାଣ ନୂତନ ଶବ୍ଦର ଗଠନ କରିଜାଣଂତି ଜ୍ଞାନୀଗଣ ଦୀର୍ଘକାଳୀନ ପ୍ରଚଳନ କରଂତି ଜନସାଧାରଣ ଅସଂଖ୍ୟ ବୈଷୟିକ ଶବ୍ଦ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୧ “ଅଫିସର ପରିସ୍ଥିତି ଠିକ୍ ନାହିଁ । ତୁମେ ଅନୁମାନ କରିସାରିଥିବ । ଏଠି ରହିଲେ କେବେ ବି ଶାନ୍ତିରେ ରହି ପାରିବିନାହିଁ । ମୁଁ ବଞ୍ଚିବାକୁ ଚାହେଁ । ତେଣୁ ଚାଲିଯାଉଛି, ମୋ ଉଡାଣ ଆରମ୍ଭ ହେଇସାରିଲାଣି । ଆଉ ଇଣ୍ଡିଆ…

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…