Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ପ୍ରାଚୀନ, ନୂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୫ ଭାଷାରେ ଯାହା ବି ପ୍ରାଚୀନ ସେ ସବୁ କରିବା ବର୍ଜନ ... ଏ ମତ ନୁହେ ଗ୍ରହଣୀୟ ସମନ୍ବୟ ହିଁ ସ୍ପୃହଣୀୟ ଯାହା ବି ଦେଇଛି ପ୍ରାଚୀନ ତହିଁରେ ନୂଆ ସଂଯୋଜନ ଅଥବା କିଛି ସଂଶୋଧନ କରିବା ଭାଷାଭାଷୀଗଣ ଦ୍ବିମୁଖୀ…

ବାର୍ଷିକ ରାଶିଫଳ – ୨୦୨୨

ଶ୍ରୀପତି ଆଚାର୍ଯ୍ୟ ମେଷ - ବର୍ଷର ପ୍ରଥମ ମାସରୁ ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯୋବ । ଧନ ଓ ମାନସମ୍ମାନ ସବୁକିଛି ମିଳିବ । ବ୍ୟବସାୟରେ ଏପ୍ରିଲରୁ ଜୁନ ଏବଂ ଶେଷ ଚାରିମାସ ଆଶାଠାରୁ ଅଧିକ ଶୁଭ । ଚାକିରିଆଙ୍କର ବର୍ଷର ଶେଷ ପାଞ୍ଚ ମାସ ଅଧିକ ଶୁଭ, ନୂତନ ସୁଯୋଗ ପଦୋନ୍ନତି ଆଦି…

ଜେଲର ହେବ ନବୀକରଣ; ନୂଆ ଡାକ୍ତରଙ୍କ ନିଯୁକ୍ତି ଏବଂ ମିଳିବ ନିରାମୟ ଔଷଧ

ଭୁବନେଶ୍ୱର: ରାଜ୍ୟରେ ଜେଲ ବିଭାଗର ହେବ ଆମୂଳ ଚୂଳ ନବୀକରଣ । ରାଜ୍ୟ ସରକାରଙ୍କ ୫-ଟି ଢ଼ାଞ୍ଚାରେ ହେବ ବିକାଶ କାର୍ଯ୍ୟକ୍ରମ । ଜେଲର ଭିତ୍ତିଭୂମିର ବିକାଶ ସହ, ନୂଆ ଡାକ୍ତର ନିଯୁକ୍ତି, ବଡି ଓର୍ଣ୍ଣ କ୍ୟାମେରା, ମେଟାଲ ଡିଟେକ୍ଟର, ସିକ୍ୟୁରିଟି ପୋଲ, ବ୍ୟାଗେଜ ସ୍କାନର ଆଦି ସୁରକ୍ଷା ଜନିତ…

କୋଇଲା ଖଣି ଅଞ୍ଚଳରେ ଅବ୍ୟବହୃତ ଜମିର ହେବ ନିଲାମ

ନୂଆଦିଲ୍ଲୀ: କୋଇଲା ଖଣି ଅଞ୍ଚଳରେ ଥିବା ଅତିରିକ୍ତ, ଅବ୍ୟବହୃତ ଜମିକୁ ଲିଜରେ ଦେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । କୋଇଲା ଓ ଶକ୍ତି ସଂପର୍କିତ ବିଷୟରେ ଭିତ୍ତିଭୂମି ତିଆରି କରିବା ପାଇଁ ଏହି ସ୍ଥାନ ବ୍ୟବହାର ହୋଇପାରିବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ପାଇଁ ନିଯୁକ୍ତି ସୃଷ୍ଟି…

ଦିବ୍ୟାଙ୍ଗଜନଙ୍କ ପାଇଁ ଅମ୍ବୁଲିଫ୍ଟ; ବିମାନକୁ ଚଢ଼ିବାରେ ଆଉ ହେବନି ଅସୁବିଧା

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଦିବ୍ୟାଙ୍ଗଜନଙ୍କ ସୁବିଧା ପାଇଁ ଦେଶରେ ଆରମ୍ଭ ହୋଇଛି ଅମ୍ବୁଲିଫ୍ଟ ସେବା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ୧୪ଟି ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରିଛି । ଅମ୍ବୁଲିଫ୍ଟ ଦ୍ୱାରା ବିମାନକୁ ହ୍ୱିଲ ଚେୟାର, ଷ୍ଟ୍ରେଚର ଆଦି ସହଜରେ ଉଠି ପାରିବ ।…

ଡିବ୍ରୁଗଡ଼ରୁ ପଶିଘାଟ ଉଡ଼ିଲା ଡର୍ଣ୍ଣିଅର-୨୨୮, ଖୁବ୍ ଶୀଘ୍ର ସଂପୂର୍ଣ୍ଣ ଉତ୍ତର-ପୂର୍ବକୁ ବିମାନ ସେବା : ଉଷା ପାଢ଼ୀ

ନୂଆଦିଲ୍ଲୀ: ଡର୍ଣ୍ଣିଅର-୨୨୮ ଉତ୍ତର-ପୂର୍ବ ଭାରତକୁ ସମତଳ ସହ ଯୋଡ଼ିବାରେ ବଡ଼ ଭୂମିକା ନେବ । ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ମଙ୍ଗଳବାର ଉତ୍ତର-ପୂର୍ବକୁ ଆରମ୍ଭ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଡର୍ଣ୍ଣିଅର-୨୨୮ ଉଡ଼ାଜାହାଜର ଉଦଘାଟନ…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…

କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସ: ସସପେଣ୍ଡ ହେଲେ ୨ ଏନସିବି ଅଧିକାରୀ

ମୁମ୍ବାଇ: କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସରେ ଏନସିବି ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଅଧିକାରୀଙ୍କୁ ସସପେଣ୍ଡ କରିଛି । ଏମାନେ ହେଲେ ମୁଖ୍ୟ ଯାଂଚ ଅଧିକାରୀ ସୁପରିଟେଡେଂଟ ବିବି ସିଂ ଓ ଇଂଟେଲିଜେନ୍ସ ଅଫିସର ଆଶୀଷ ରଂଜନ ପ୍ରସାଦ । କେସ ତଦନ୍ତରେ ଦାୟିତ୍ୱହୀନତା ଏବଂ ଭୂଲ…

ଗୋଧିକୁ ଗଣଦୁଷ୍କର୍ମ; ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୌନ ଉତ୍ତେଜନାର ସୀମା ପାର କରିଗଲା ମଣିଷ । ଶେଷରେ ଗୋଧିକୁ କଲା ଦୁଷ୍କର୍ମ । ପୂର୍ବରୁ ଏମିତି କିଛି ଦୁଷ୍କର୍ମ ଜନିତ ବିକୃତ ଖବର ଆସିଛି । ଯାହା ମାନସିକ ସ୍ଥିତି ବିଗାଡ଼ିଦିଏ । ଯେଉଁଥରେ ଆପଣ ଶିଶୁ, ବୃଦ୍ଧା, ସଂପର୍କୀୟ ଓ ପରିବାର ସଦସ୍ୟଙ୍କ ସହ ଦୁଷ୍କର୍ମର ଖବର ଶୁଣିଥିବେ ।…

ପୋଲିସ ଓ ବିଏସଏଫ୍ ମିଳିତ ଭାବେ ସ୍ୱଭିମାନ ଅଞ୍ଚଳରୁ ନକ୍ସଲ ହଟାଇବାରେ ସଫଳ ହୋଇଛନ୍ତି : ଏଡିଜି ରାଜବିନ୍ଦର ସିଂ

ମାଲକାନଗିରି :  ଆଜି ଏଡିଜି ରାଜବିନ୍ଦର ସିଂ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ମାଲକାନଗିରିରେ ପହଁଞ୍ଚି ମାଓବାଦୀଙ୍କ  ଗତିବିଧି ନେଇ ସମୀକ୍ଷା କରିଥିଲେ ଏଜିଡି । ଏଡିଜି ପ୍ରଥେମ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ କ୍ୟାମ୍ପରେ ପହଁଞ୍ଚି ସେଠାରେ ଯବାନ ମାନଙ୍କ ସହ ବହୁ ସମୟ ଧରି…