Latest Odisha News

BREAKING NEWS

Yearly Archives

2022

ଭାରତ ନେଇଛି ସଠିକ କୋଭିଡ ଟୀକା, ଏବେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଢ଼େର କମ୍ । ଭଲ ଟୀକା ନେଇଛି ବୋଲି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କଥା କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା । ନିଜ ସଂସ୍ଥାର ବୁଷ୍ଟର ଡୋଜ…

୪୦୦ କୋଟି ମେଗା ବଜେଟରେ ଫିଲ୍ମ କରିବେ ଅଜୟ ଦେବଗାନ

ମୁମ୍ବାଇ: ପୁନର୍ବାର ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗାନ । ରିପୋର୍ଟ ମୁତାବକ ଏହି ଆକ୍ସନ ହୀରୋ ୪୦୦ କୋଟିରୁ ଊର୍ଦ୍ଧ୍ୱ ମେଗା ବଜେଟରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ହିନ୍ଦୀ ସିନେମାର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ହେବ । ଏହା ଏକ ପୌରାଣିକ କାହାଣୀ ଉପରେ ଆଧାରିତ ହେବ । ଏହାର…

ଶେଷ ହେଲା ଟେଲରଙ୍କ କ୍ରିକେଟ କ୍ୟାରିୟର, କଣ କହିଲେ ମାଷ୍ଟର ବ୍ଲାଷ୍ଟର

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ ଖେଳାଳି ରସ ଟେଲରଙ୍କ କ୍ରିକେଟ କ୍ୟାରିୟର ଆଜି ଶେଷ ହୋଇଛି । ସେଡନ ପାର୍କରେ ନେଦରଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ସେ ଏହି ମ୍ୟାଚରେ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ଟେଲରଙ୍କ ଅବସର ଘୋଷଣା ପରେ ବିଭିନ୍ନ ମହଲରେ ଏ ନେଇ…

ରାହୁଲ ଗାନ୍ଧୀଙ୍କ ନାମରେ ସମସ୍ତ ସମ୍ପତି କଲେ ଡେରାଡୁନର ୭୮ ବର୍ଷୀୟା ବୃଦ୍ଧା

ଡେରାଡୁନ: ଉତରାଖଣ୍ଡ ଡେରାଡୁନର ଜଣେ ବୃଦ୍ଧା ତାଙ୍କର ସମସ୍ତ ସମ୍ପତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ କରିଛନ୍ତି । ୭୮ ବର୍ଷୀୟା ପୁଷ୍ପା ମୁଂଜିୟାଲ ନାମକ ଏହି ବୃଦ୍ଧା କୋର୍ଟରେ ବିଧିବଦ୍ଧ ଭାବେ ନିଜ ସମ୍ପତିର ମାଲିକାନା ଅଧିକାର ରାହୁଲଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୫୦ ଲକ୍ଷ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ…

ଲାଲୁ ଯାଦବଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାରର ର୍ପୂବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ବିରୋଧରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଝାରଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ମିଲିଥିଲା ଜାମିନ ।…

ନିଜ ଦେଶର କଥା ବଖାଣି ଏପରି ଲେଖିଲେ ସିଙ୍ଘଳୀ ସୁନ୍ଦରୀ ଜ୍ୟାକଲିନ

ମୁମ୍ବାଇ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ରୋଷେଇ ଗ୍ୟାସ୍ ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ଏଥିସହିତ ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। ସଙ୍କଟର ଏହି ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଶ୍ରୀଲଙ୍କା ଗତି କରୁଥିବା ବେଳେ ଅଭିନେତ୍ରୀ…

କୋଟିଆକୁ ନେଇ ଜଗନ ଖେଳିଲେ ନୂଆ ଚାଲ

କୋଟିଆ:  କୋରାପୁଟ କୋଟିଆକୁ ନେଇ ବିବାଦ ଚାଲିଛି । ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ସମୟରେ କିନ୍ତୁ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୧୩ଟି ନୂଆ ଜିଲ୍ଲା ଘୋଷଣା କରିଥିଲେ…

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ ,ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର : ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଟଳି ପଡିଲେ ଯବାନ । ସୋମବାର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହେବା ଫଳରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ସୁରକ୍ଷା କର୍ମୀଙ୍କୁ ଆହତ ହୋଇଛନ୍ତି । ତାଙ୍କୁ ଏସଏମଏଚଏସ୍ ହସ୍ପିଟାଲରେ ଭର୍ତି କରାଯାଇଛି । ଆତଙ୍କବାଦୀ ମାନେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…