Latest Odisha News

BREAKING NEWS

Yearly Archives

2022

କୋହଲି ମୋଷ୍ଟ ଭାଲ୍ୟୁଡ ସେଲିବ୍ରେଟି

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ୨୦୨୧ର ଟପ ଭାଲ୍ୟୁଡ ସେଲିବ୍ରେଟି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୨ ପ୍ରତିଶତ ଖସିଥିଲେ ମଧ୍ୟ ଏହାର ଫାଇଦା ଅନ୍ୟମାନଙ୍କୁ ମିଳି ନାହିଁ । କୋହଲିଙ୍କ ଭାଲ୍ୟୁ ୧୮.୫୭ କୋଟି ଡଲାର (୧୪୦୦ କୋଟି) ରହିଛି । ତାଙ୍କ ପଛକୁ ବଲିଉଡ…

ସେବାୟତଙ୍କ ମଧ୍ୟରେ ବିବାଦ , ଶିରୁଳୀ ମହାବୀର ମନ୍ଦିରରେ ନୀତିକାନ୍ତି ବନ୍ଦ ଝୁଲୁଛି ତାଲା

ପୁରୀ : ତାଲା ପଡିଛି ଶିରୁଳୀ ମହାବୀର ମନ୍ଦିର । ସେବା ଓ ଦକ୍ଷୀଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ଫଳରେ ବନ୍ଦ ରହିଛି ଶିରୁଳୀ ମହାବୀର ମନ୍ଦିର । ଦୀର୍ଘ ଦୀନର ବିବାଦ ଉଗ୍ର ରୂପ ଧାରଣ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ଫଳରେ ନୀତିକାନ୍ତି ବନ୍ଦ…

ସୀମା ଟପିଲା ନୃଂଶସତା: ବିଷ ଇଞ୍ଜେକସନ୍ ଦେଇ ୧୦୦ କୁକୁରଙ୍କୁ ମାରିଦେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ବରତାର ସବୁ ସୀମା ଟପିଲା ମଣିଷ । ମରଗଲା ମଣିଷ ପଣିଆ । ମଣିଷ ଭୁଲିଗଲା ହିତାହିତ ଜ୍ଞାନ । ପଶୁଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛି ମଣିଷ । ଶହେ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା । ଏଭଳି ସଙ୍ଗୀନ ଘଟଣା ତେଲେଙ୍ଗାନାରୁ ସାମନାକୁ ଆସିଛି । ଗାଁର ସରପଞ୍ଚ…

ବୀଭତ୍ସ ହତ୍ୟା: ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟିପିଟି ମାରିଦେଲା ଅଭିଯୁକ୍ତ

ବାଲେଶ୍ୱର: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ପଣ୍ଡା । ସେ ରାସ୍ତାକାମରେ ନିୟୋଜିତ ଠିକାଦାରଙ୍କ ସଂସ୍ଥାରେ ସୁପରଭାଇଜର ଭାବରେ କାମ…

ରାଜ୍ୟରେ ୩ ଦିନ ଗ୍ରୀଷ୍ମ ଲହରି, ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଡେଉଁଛି ପାରଦ । ବଢ଼ୁଛି ତାତି । ଖରା ଅସ୍ତବ୍ୟସ୍ତ କଲାଣି । ଗ୍ରୀଷ୍ମ ଲହରି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଆଜିଠୁ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବ ତାତି । ହିଟୱେଭ୍ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ…

ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି କାମଚଳା ବଜେଟ୍ ଓ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ । ବଜେଟରେ ଭିତ୍ତିଭୂମି,…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ ଚାଲିଛି । ଏକାସଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ନୟାଗଡ଼, କଟକ,…

୯ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଲାଣି ୬ ଟଙ୍କା

ଭୁବନେଶ୍ୱର: ତୈଳ ବଜାରରେ ନିଆଁ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦାମ୍ । ପ୍ରତିଦିନ ଗାଡ଼ିରେ ତେଲ ପକାଇବା ବେଳେ ହାତରୁ ଅଧିକ ଟଙ୍କା ଗଣୁଛନ୍ତି ଗ୍ରାହକ । ୨୪ ଘଣ୍ଟାରେ ବଦଳୁଛି ଦାମ୍ । ଗତ ୨୨ ତାରିଖରୁ ଆଜିକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦାମ ୮ ଥର ବଢିଲାଣି । ଭୁବନେଶ୍ୱରରେ ଆଜି…

ପଞ୍ଜାବ ସରକାରର ନିଷ୍ପତ୍ତି ଆଗରୁ ଘରେ ଘରେ ପିଡିଏସ ପହଞ୍ଚାଉଛନ୍ତି ଓଡ଼ିଶାର ସରପଞ୍ଚ

ଭୁବନେଶ୍ୱର: ବଣ ମଲ୍ଲୀ ବଣରେ ମଉଳି ଯାଏ! ଯଦି ଏହି ମଲ୍ଲୀ ସହରରେ ଫୁଟିଥାନ୍ତା ତାହେଲେ ଅନେକ ଯତ୍ନ ଏବଂ ପ୍ରଶଂସା ପାଇଥାନ୍ତା ନିଜ ଗୁଣକୁ ନେଇ । ଏବେ ସମାନ କଥା ଘଟିଛି ଓଡ଼ିଶାର ଜଣେ ସରପଞ୍ଚଙ୍କ କ୍ଷେତ୍ରରେ ଯାହାଙ୍କ ନାମ ବନମାଳି ନାଏକ । ସେ ନିର୍ବାଚନରେ ବିଜୟୀ ହେବା ପରେ ପ୍ରତିଶ୍ରୁତି…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି…