Latest Odisha News

BREAKING NEWS

Yearly Archives

2022

ବ୍ୟଙ୍ଗ : ଆତ୍ମସ୍ମୃତି ବନାମ ଆତ୍ମସ୍ତୁତି

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  ମୋର କାଲି ଇଚ୍ଛା ହେଲା ମୁଁ ମୋ ପିଲାଦିନର ସ୍ମୃତି ସବୁକୁ ବନେଇ ଚୁନେଇ ଗୋଟିଏ ଆତ୍ମସ୍ମୃତି ଲେଖିବି । ସେଥିପାଇଁ ଫେସବୁକକୁ ବହୁତ ଅଣ୍ଡାଳି ଅଣ୍ଡାଳି କିଛି ଆଇଡ଼ିଆ ପାଇଲି । ଫେସବୁକ୍ ମନ୍ଥନରୁ ଆଜି କାଲି ମାର୍କେଟ ନେଉଥିବା ଚାରି ପାଞ୍ଚଟା ପଏଣ୍ଟ…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭିନ୍ନତା ମଧ୍ୟରେ ବା ବିଲକ୍ଷଣ (ବିଶେଷ ଲକ୍ଷଣ )ଭିତରେ ଅନ୍ୟତମ ବିଶେଷତା ହେଉଛି "ନାମ ମହତ୍ୱ "। ଅର୍ଥାତ ମାୟା ଜଗତର ସମସ୍ତ ବନ୍ଧନ, ଆସକ୍ତି କଟି…

ଭାଷା ଭାଗବତ : ଲିପିରେ ଅନେକ ଶୂନ୍‌

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୦  ଠ ଚ ଟ ଗ ର ଋ ଛ ଖ ଝ ଶ ଣ ଥ ଣ୍ଟ ଣ୍ଠ ଷ୍ଟ ଷ୍ଠ ନ୍ଥ ଶ୍ଛ ସ୍ଥ ଇ ଈ ଚ୍ଚ ଚ୍ଛ ଟ୍ଟ ଙ ଫ ୧ ୨ ୩ ୪ ୫ ୭ ୦ ଏହା ଆମ ଲିପିର ଗୁଣ ରହିଛି ସର୍ବାଧିକ ଶୂନ୍ୟ ଅ-ଶୂନ୍ୟ ଖୁବ୍‌ କମ୍‌ ଲେଖା ଦିଏ ଏହି ଲିପିରେ ଦେଖା ବୃତ୍ତ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୩ ଆଜି ବୋଧହୁଏ ସାରା ରାତି ନିଦ ହବନି କୁମାରକୁ । ଅଜବ ଭାବନାରେ ଘାଣ୍ଟି ହେଉଛି । ଆରାଧ୍ୟାକୁ ଖୁସି ଦେଖି ସେ, ଖୁବ୍‌ ଖୁସି । କିନ୍ତୁ କ'ଣ ଗୋଟେ ମନ୍ଥିଚକଟି ହେଉଛି ତା’ ଅନ୍ତରରେ । ଏଠାକୁ ଆରାଧ୍ୟାକୁ…

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଚତୁର୍ଥ ଭାଗ’ କବି ଭୀମ ଭୋଇଙ୍କ ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ , କେତେମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ କବି ସମ୍ପର୍କିତ ସେ ପ୍ରସଙ୍ଗରେ ସ୍ଵତଃ ପ୍ରବୃତ୍ତ ଭାବରେ ଆଲୋଚନା ହୁଏ। କବିବର ରାଧାନାଥ ରାୟ ଓ କବି ଭୀମ ଭୋଇଙ୍କ…

ଇନ୍‍ଟାକ ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ ହେରିଟେଜ (ଇନ୍‍ଟାକ୍‍)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ , ଧଉଳିସ୍ଥିତ ଧଉଳି ଉଦ୍ୟାନରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଇନ୍‍ଟାକର ରାଜ୍ୟ ଆବାହକ ଅମୀୟ ଭୂଷଣ…

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ତ୍ରିଧାରା' ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ 'ଗୁରୁ ଦେବପ୍ରସାଦ ପୁରସ୍କାର' ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ…

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…