Latest Odisha News

BREAKING NEWS

Yearly Archives

2022

ବିଜେଡିରୁ ଆଉ ୨ ନେତା ସସପେଣ୍ଡ

ଭୁବନେଶ୍ୱର: ଆକ୍ସନମୁଡରେ ବିଜେଡି । ବିଶୃଙ୍ଖଳିତ ନେତାଙ୍କ ଉପରେ ପଡୁଛି ଶୃଙ୍ଖଳା ଛାଟ । ଦଳ ବିରୋଧୀ କାମ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଦୁଇ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି । ସେମାନେ ହେଲେ ନିହାର ହୋତା ଓ ସନ୍ତୋଷ ହୋତା । ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି…

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  "ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।" ଦେବଭୂମି ଭାରତରେ…

୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ…

ଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର

ଗୁଣପୁର : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘରଦ୍ୱାର ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗୁଣପୁର ଚିନାରୀଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ। ଗାଁରେ ପ୍ରାୟ ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା କିଛି ସମୟ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ତୃତୀୟ ଭାଗ’ ଧର୍ମ-ଧାରଣା ଓ ଦର୍ଶନକୁ କାବ୍ୟରୂପ ଦେବାରେ କେବଳ ସିଦ୍ଧ କବିମାନେ ସମର୍ଥ ହୋଇଥାନ୍ତି। ପାରମ୍ପାରିକ ହୋଇ ମଧ୍ୟ କବି ଭୀମ ଭୋଇ ଆଧୁନିକ। କାରଣ ପଞ୍ଚସଖା କବିଙ୍କ ସହ କିଛିଟା ସାଦୃଶ୍ୟ ଥିଲେ ହେଁ , ବେସାଦୃଶ୍ୟ ମଧ୍ୟ ଆମ ଦୃଷ୍ଟିକୁ…

ନୂଆପଡାରେ ରାଜନୈତିକ ହିଂସା ପରାଜିତ ପ୍ରାର୍ଥୀଙ୍କ ଘରେ ଗୁଳିମାଡ

ନୂଆପଡା : ପଞ୍ଚାୟତ ନିର୍ବାଚନ ସରିଲାଣି ।ହେଲେ ଥମୁନି ରାଜନୈତିକ ହିଂସା । ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳି ମାଡ ହୋଇଥିବା ଅଭିଯୋଗ ହୋଇଛି,। ଗୁଳିମାଡରେ ରୁପେସ ସାହୁ ନାମକ ଜଣେ ଯୁବକ ଗୁରୁତର…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ଭାଷା ଭାଗବତ : ସ୍ବର ଚିହ୍ନାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୬  ଏ ଗୀତ ହୋଇଛି ଏପରି ପ୍ରତ୍ୟେକ ଧାଡ଼ି ମାତ୍ରା ଧରି ସ୍ବରବର୍ଣର ଚିହ୍ନରାଜି ଅଛଂତି କ୍ରମରେ ବିରାଜି କାଲିଠୁଁ ନୂଆ ଲେଖା ମୋର ପାଣିରୁ ଧୂଳି ନେଲା ଚୋର ସାହିକୁ କୂପ ହେବ ଲୋଡ଼ା ରାତିରୁ ପୂଜା ହେଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପା ମା ଯୋଗମାୟା ସୃଷ୍ଟିର ମୂଳ ଆଧାର ଶକ୍ତି ଏହା ବୃହଦ ବୃଚୋପନିଷଦ, ପ୍ରମାଣ ଦିଏ। ଏଥିରେ ବର୍ଣ୍ଣିତ ଦୁଇଟି ବାକ୍ୟ ଏହା ପ୍ରମାଣିତ କରିକି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୯ କିଛି କହିବାର ଥିଲା? ସୁକାନ୍ତିର ଅନ୍ୟମନସ୍କତା ଓ ଅସ୍ଥିର ଭାବକୁ ଲକ୍ଷ କରି ପ୍ରଶ୍ନ କଲା କୁମାର । ଆଜ୍ଞା । ମୁଁ ଟିକେ ଯାଇଥାଆନ୍ତି । ମାଆ ତ ଶୋଇଛନ୍ତି, ଅତି ବିନମ୍ର ଭାବରେ ତଳକୁ ମୁହଁ ପୋତି କଥା ପଦିକ…