Latest Odisha News

BREAKING NEWS

Yearly Archives

2022

ବେଆଇନ ଗୋରୁ ଚାଲାଣ; ୫୦ ଗୋରୁ ଉଦ୍ଧାର, ୪ ଗିରଫ

ମାହାଙ୍ଗା : ବେଆଇନ ଗୋଚାଲଣ କରିବା ମହଙ୍ଗା ପଡିଲା । ଗୁରୁବାର ବିଳମ୍ବିତ ରାତିରେ ମାହାଙ୍ଗା ବାଲିଚନ୍ଦ୍ରପୁର ନଳିପୁର ଜାତୀୟ ରାଜପଥ ନିକଟରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ବେଆଇନ ଗୋ ଚାଲାଣ ମାମଲାରେ ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଉଦ୍ଧାର ହୋଇଥିବା ଗୋରୁଙ୍କୁ…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…

କିଏ ଧରିବେ ଉତ୍ତରାଖଣ୍ଡ କମାଣ ? ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେଭିୱେଟଙ୍କ ନାଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ଥର କ୍ଷମତା ବଜାୟ ରଖିଲା ବିଜେପି । ଦଳ ସରକାରକୁ ଫେରିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାରିଗଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜେପିକୁ ଉତ୍ତରାଖଣ୍ଡରେ ବିଜୟୀ କରାଇଲେ । କିନ୍ତୁ ନିଜ୍ ସିଟ୍ ରଖି ପାରିଲେ ନାହିଁ । ଖଟିମା…

ପଞ୍ଜାବରେ ଆପ୍ ସରକାର: କାଲି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ଭଗୱନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ରାଜନୀତି ଲେଖିଲା ନୂଆ ଇତିହାସ । ଏଥର ପଞ୍ଜାବରେ ଆପ୍ ସରକାର । ଦିଲ୍ଲୀ ପରେ ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଛି ଆମ୍ ଆଦମୀ ପାର୍ଟି । ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବ । ମୁଖ୍ୟମନ୍ତ୍ରୀ ଆପର ଭଗୱନ୍ତ ମାନ୍ । ଆସନ୍ତାକାଲି ସେ ପଞ୍ଜାବ ରାଜ୍ୟପାଳ ଭୱରୀଲାଲ…

୧୬ ଦିନରେ ଋଷ୍ ୟୁକ୍ରେନ ଯୁଦ୍ଧ: ପ୍ରଭାବିତ ହେଉଛନ୍ତି ଅନ୍ୟ ଦେଶ

ଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୬ ଦିନରେ ପହଁଚିଛି । ଅନ୍ୟପଟେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଗତକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ରୁଷରେ ଆର୍ଥିକ କଟକଣାର ପ୍ରଭାବ ଆରମ୍ଭ ହେବାକୁ ଯାଉଛି । ଦିନକୁ ଦିନ ତୀବ୍ରତର…

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର…

ଜଙ୍ଗଲରୁ ଲିଭୁନି ନିଆଁ, ସଙ୍କଟରେ ବନ୍ୟ ଜନ୍ତୁ

କେନ୍ଦୁଝର :ଜଙ୍ଗଲରୁ ଲିଭୁନି ନିଆଁ । କିଛି ଦିନ ଧରି ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାରେ ନାଁ ନେଉନି । ଏନେଇ ସଙ୍କଟରେ ପଡିଛନ୍ତି ବନ୍ୟ ପ୍ରାଣୀ। ଜଳୁଛି ତେଲକୋଇ ସଂରକ୍ଷିତ ଜଙ୍ଗଲ । ନିଆଁର ଆଁ ଭିତରେ ରହିଛି କୁଇଲିସୂତା ଗାଁର ମାଟିହୁଳି ଜଙ୍ଗଲ । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ ।…

ଟାଟା ପାଓ୍ୱାର ଜେନେରାଲ୍ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିତରଣକାରୀ ସଂସ୍ଥାର ଜେନେରାଲ୍ ମ୍ୟାନେଜର । ଟାଟା ପାଓ୍ୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ । ସମ୍ୱଲପୁର ଓ…

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ଟ୍ରାକରୁ ତଳକୁ ଖସିଲା ମାଲବାହୀ ଟ୍ରେନ୍ । ୬ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଷ୍ଟେସନର ଭେଜା ନିକଟରେ ମାଲବାହୀ ଟ୍ରେନରେ ୬ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନଠାରୁ ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।…

ୟୁପିରେ ଏମ୍-ଓ୍ୱାଇ ଫ୍ୟାକ୍ଟର, ବିରୋଧୀଙ୍କୁ ଦେଲେ ଚକମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଡବଲ ଇଞ୍ଜିନ ଯୋଡ଼ି ବିଜେପିର ସ୍ୱପ୍ନକୁ ସାକାର କରିଛନ୍ତି। ବିଜେପି ପୁଣି ଥରେ ୟୁପିରେ ଶାସନ କରିବାକୁ ପ୍ରସ୍ତୁତ ହୋଇଛି। ୟୁପିରେ ବିଜେପି ୨୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଯାଦୁ ପୁଣି…