Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପ ବ୍ରହ୍ମଧର୍ମ ନାରୀ ରୂପରେ ଆଦ୍ୟା ଶକ୍ତି ଭବାନୀ, ସମ୍ପୂର୍ଣ ଜୀବ ନୁହେଁ କି ଜଡ଼ ମଧ୍ୟ ନୁହେଁ। ଏହା ବ୍ରହ୍ମ ରୂପ ଧର୍ମୀର ଧର୍ମ ଚିତି…

ଭାଷା ଭାଗବତ : ଭାଷା ଉପରେ ଭରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୧  ବିବର୍ତନର ଧାରା ଧରି ଅକ୍ଷର ହୋଇଛି ଯେପରି ତାହାକୁ କରୁଁ ବ୍ୟବହାର ଉନ୍ନତି ଘଟିବ ଭାଷାର ବଖାଣି ଅତୀତର ଗାଥା ଅଯଥା ଘାଂଟି ନିଜ ମଥା ସୁଧୁରି ଯାଏନି ଅବସ୍ଥା ଏହା ତ ଜଣାଶୁଣା କଥା ଅଧ୍ୟୟନ କି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୪  ଲୁଇସ୍ ଭିଲ୍ଲାର ଫାଟକ ଡେଇଁ କୁମାରର ଗାଡ଼ି ପଶୁପଶୁ ସୁକାନ୍ତି ଦୌଡ଼ି ଗଲା । ଆଜ୍ଞା ମାଙ୍କୁ ଚାରିଦିନ ହେଲା ଭୀଷଣ ଜର । କିଛି ଖାଉନାହାନ୍ତି । ଡ଼ାକ୍ତର ଦେଖେଇବାକୁ ବାହାରୁ ନାହାନ୍ତି , କି ଡ଼କେଇଦେବି କହିଲେ…

କବିତା : ବୋଉ

ବିଦ୍ୟାଧର ପଣ୍ଡା ବୋଉ, ତୁ ଖାଲି କରି ଜାଣୁ କିଛି କହି ଜାଣୁନାହିଁ, ଆମକୁ ଭାତ ବାଢି ହସୁ ତୋରାଣି ପିଇ । ବୋଉ, ପେଟକୁ ନ ଖାଇ କିଛି ସୁଆଦିଆ ଚିଜ ମୋ'ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ। ସାରାରାତି ଜରରେ ମୁଁ କମ୍ପିଲା ବେଳେ ବିଛଣା ପାଖରେ ଆଖିଖୋଲି ବସି ଥାଉ। ବୋଉ, ଜନ୍ମ…

ୟୁପି ଲଖିମପୁର ଖେରୀର ସମସ୍ତ ଆସନର ଫଳାଫଳ ଦେଖି ଜଳକା ବିରୋଧୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପରୀକ୍ଷାରେ ପଶ୍ଚିମ ୟୁପି ଚଳିତ ଥର ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲାା କିନ୍ତୁ ଏହି ପରୀକ୍ଷାର ଫଳାଫଳରେ ସେମିତି କିଛି ହେଲାନାହିଁ ଯେପରି ଆଶଙ୍କା କରାଯାଉଥିଲା । ଆଉ ଲଖିମପୁର ଖେରୀର ସମସ୍ତ ୮ଟି ଯାକ ଆସନରେ ବିଜେପି ବାଜିମାତ କରି ବିରୋଧୀଙ୍କୁ ଝଟକା…

ନୋଟାଠୁ କମ୍ ଭୋଟ୍ ପାଇଲା ଶିବସେନା

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୪ ରାଜ୍ୟରେ ବାଜିମାତ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ଗୋଟିଏ ରାଜ୍ୟରେ କ୍ଷମତା ଦଖଲ କରିଛି । ତେବେ ଏହି ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଶିବସେନା ପ୍ରାର୍ଥୀ ଦେଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୋଟା ଅପେକ୍ଷା…

ୟୁପିରେ ବିଜେପି ଜିତିବା ପରେ ରାକେଶ ଟିକାୟତ କ’ଣ କହିଲେ?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କ ବେଶ ଉତ୍ସାହିତ । ଚଳିତ ଥର ନିର୍ବାଚନ ଲଢିବା ବେଳେ ଶାସକ ବିରୋଧରେ ଅନେକ କିଛି ପ୍ରସଙ୍ଗକୁ ଏକାଠି କରିଥିଲେ ବିରୋଧୀ । ଅନ୍ୟପଟେ ଚାଷୀ ଆନେ୍ଦାଳନ ମଧ୍ୟ ରାଜନୀତିରେ ମିଶାଣ ଫେଡାଣରେ…

ଜିତିଗଲା ଦଳ, ହାରିଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତିଗଲା ଦଳ କିନ୍ତୁ ହାରିଗଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସିରାଥୁ ବିଧାନସଭା ଆସନରୁ କେଶବ ହାରିଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲିବୀ ପଟେଲଙ୍କ ପାଖରୁ ସେ ୭ ହଜାର ୩୩୭ ଖଣ୍ଡ ଭୋଟରେ ହାରିଛନ୍ତି । ହାରିଯାଉଥିବା ଦେଖି କେଶବ…

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ସବା ଆଜାଦଙ୍କୁ ବିବାହ କରିପାରନ୍ତି ହ୍ରିତିକ୍ ! ଦୁହିଁଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରତିକ ରୋଶନ ଓ ସବା ଆଜାଦଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ବଢିବାରେ ଲାଗିଛି । ହ୍ରିତିକ୍ ରୋଶନଙ୍କ ଫ୍ୟାମିଲି ଗେଟ୍ ଟୁ ଗେଦରରେ ସବାଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା । ହ୍ରିତିକଙ୍କ ଏକ୍ସ ୱାଇଫ୍ ମଧ୍ୟ ସବାଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିଥିଲେ…