Latest Odisha News

BREAKING NEWS

Yearly Archives

2022

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ 'ବାଲେଶ୍ଵର ସାହିତ୍ୟ ସମ୍ମାନ' ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ 'ପ୍ରଜାପତି ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ…

ଋଷରେ ବ୍ୟାନ ହେଲା ଆପଲ୍, ଆଗରୁ ବ୍ୟାନ ହୋଇଥିଲା ‘ଆପଲ୍ ପେ’ ଏବେ ଆପ୍ ଷ୍ଟୋର

ଭୁବନେଶ୍ୱର: ଋଷରେ ବ୍ୟାନ ହେଲା ଆପଲ ଷ୍ଟୋର । ଋଷରୁ ଆପଲ ତାର ଉତ୍ପାଦନ ବିକ୍ରୟ ବନ୍ଦ କରିବା ସହିତ ଆପଲ ଏହାର ଆପ୍ ଷ୍ଟୋରରୁ ମଧ୍ୟ ଋଷ ନ୍ୟୁଜ ଆପ୍ ଆରଟି ଏବଂ ସ୍ଫୁଟନିକ ଆପକୁ ହଟାଇ ଦେଇଛି । ଫେଡେରାଲ ଆପଲ ସିଇଓ ଟିମ କୁକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଋଷରେ ଆପଲ ଷ୍ଟୋର ବ୍ୟାନ କରିବା…

ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ”ଝୁଣ୍ଡ”ର ସ୍କ୍ରିନିଂରେ ଇମୋସନାଲ୍ ହେଲେ ଆମୀର ଖାନ୍

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ର ସ୍କ୍ରିନିଂ ଦେଖି ଭାବବିହ୍ୱଳ ହେଲେ ଆମୀର ଖାନ୍ ।ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ ର ସ୍କ୍ରିନିଂ ରିଲିଜର ଗୋଟିଏ ଦିନ ପୂର୍ବରୁ ରଖାଯାଇଥିଲା । ଏହି ସ୍କ୍ରିନିଂ ଚାଲିଥିବା ସମୟରେ ବଲିଉଡର ମିଷ୍ଟରପରଫେକ୍ସନ ଆମୀର…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ବରଗଡ଼ର ୨ ଛାତ୍ର

ବରଗଡ଼ : ଚାଲିଛି ଘମାଘୋଟ ଯୁଦ୍ଧ। ଲଢେଇରେ କେହି ବି ପଛକୁ ହଟିବାର ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୮ଦିନ ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିିତି ଜଟିଳ ହେବାରେ ଲାଗିଛି । ସେପଟେ ୟୁକେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଭାରତକୁ ଫେରିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ…

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ ଗରୁତର, କାର ଜବତ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ମଦ୍ୟପ କାର୍ ଚାଳକ । ଏଥିରେ ୪ ଜଣ ଗରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ୍ୟପ କାର ଡ୍ରାଇଭର ଜୟଦେବ ବିହାରରୁ ଜାଭିୟର ପଟେ ଯାଉଥିଲେ । ମଦ୍ୟପ କାର ଚାଳକ…

ବ୍ଲାକ୍ ସି’ ନିକଟରେ ହେଲିକେପ୍ଟର କ୍ରାଶ୍: ୭ ଯବାନ ମୃତ

ଭୁବନେଶ୍ୱର: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଆଜି ବ୍ଲାକ ସି’ ନିକଟରେ ଘଟିଛି ଏକ ବଡ଼ ଅଘଟଣ । ରୋମାନିଆର ଏକ ହେଲିକେପ୍ଟର ବ୍ଲାକ ସି’ ନିକଟରେ ଯାଉଥିବା ବେଳେ ହଠାତ ଦୁର୍ଘଣା ଘଟି ଏଥିରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଏନେଇ ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡି ସନ୍ଦେହରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ

ଢେଙ୍କାନାଳ: ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ଗୁଣିଗାରେଡିକୁ ସନ୍ଦେହ କରି ବୋମା ମାଡ କରାଯାଇଥିବା ହୋଇଛି ଅଭିଯୋଗ । ଘଟଣା ନେଇ ୨ ଜଣଙ୍କୁ ଅଟକ ରଖିଛି ପୁଲିସ୍…

ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଅନୁ ଓ ଲେଖାଶ୍ରୀଙ୍କ ନାଁ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ରଣନୀତି ଆରମ୍ଭ କରି ସାରିଲେଣି । ଚଳିତ ଥର ପୌର ନିର୍ବାଚନରେ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର…

କଳାହାଣ୍ଡିରେ ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ

କଳାହାଣ୍ଡି : ମୃଦୁ ଭୂକମ୍ପରେ ଥରିଲା କଳାହାଣ୍ଡି । କଳାହାଣ୍ଡିରେ ଗୁରୁବାର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୧୧.୩୦ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ…

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଅଭିଯୋଗ, ଫାର୍ମାସିଷ୍ଟକୁ ମାଡ ମାରିଲେ ଗାଁ ଲୋକ

ମାଲକାନଗିରି : ମାଲକାନଗିରିରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା । ଫାର୍ମାସିଷ୍ଟକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ । ମାଲକାନଗିରି ସଦର ଡାକ୍ତରଖାନାରେ ଏପରି ଘଟଣା ଘଟିଛି । ମାଲକାନଗିରି ଜିଲ୍ଲା ଏମଭି ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟା ଝିଅ ଜ୍ୱରରେ…