Latest Odisha News

BREAKING NEWS

Yearly Archives

2022

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି ।…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫  ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା । ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ । ଏସି ତ ପୁରା ଚିଲ୍ଡ ଅଛି ।…

ବିଦ୍ୟାଳୟ ବ୍ୟବସ୍ଥାର ପୁନଃ-ଆରମ୍ଭ ଏବଂ ସମ୍ଭାବିତ ସମସ୍ୟା

ପ୍ରଫୁଲ୍ଲ ସାମଲ  ଫେବୃଆରୀ ପ୍ରାରମ୍ଭରେ, ଅନେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିଗୁଡିକରେ କୋଭିଡ-୧୯ ପଜିଟିଭିଟି ହାରରେ ସନ୍ତୋଷଜନକ ପରିସ୍ଥିତି ହେବା ସହିତସକ୍ରିୟ ମାମଲାରେ ହ୍ରାସ, ବୟସ୍କମାନଙ୍କ ମଧ୍ୟରେ ସକ୍ରିୟ ପ୍ରତିରୋଧକତା ବୃଦ୍ଧି ଏବଂ ଓମିକ୍ରନ୍ଭାରିଆଣ୍ଟରେ…

ବ୍ୟଙ୍ଗ : ଗପି ଗପି ଗାଳ୍ପିକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା…

କବିତା : ବସନ୍ତ ଆଗମନେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଶିଶିରସ୍ନାତା ନିସ୍ତବ୍‌ଧ ଶୀତରାତି ଦୂର ଦିଗ୍ ବଳୟରେ ନିଜର ଠିକଣା ହଜେଇ ନିଜର ଲେଉଟାଣି ଉଦଘୋଷଣା କଲାପରେ, ତମେ ଚାଲିଆସ ମୃଦୁମନ୍ଦ ପଦପାଦରେ ଭରିଦେଇ ତନୁମନେ ଅପୂର୍ବ ପୁଲକରେ । ସାନିଧ୍ୟର ବ୍ୟାକୁଳତାରେ ମଗ୍ନ ମଧୁମକ୍ଷିକା ଝୁରୁଥାଏ ସମୀରଣ,…

ଭାଷା ଭାଗବତ : ଶିଶୁର ଭାଷା ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୨ ଶିଶୁ ଯାହା ବି ଶୁଣେ କାନେ ସବୁ ସାଇତି ରଖେ ମନେ ପାଟିରେ କହେ ଶବ୍ଦମାନ ଆପେ ବଢ଼ାଏ ଭାଷାଜ୍ଞାନ ଏପରି ଶିକ୍ଷା ସ୍ବାଭାବିକ ବୁଝଂତି ଅପାଠୁଆ ଲୋକ ଅଥଚ ସୁଜ୍ଞାନୀ ପଂଡିତ ସର୍ବଦା ଶିଖାଂତି ସଂସ୍କୃତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ଜଡିତ ପାଞ୍ଚ ଗୋଟି ଶିବ ମନ୍ଦିର, ଯାହାକି ପାଞ୍ଚ ପାଣ୍ଡବ ହିସାବରେ ବିବେଚିତ ହୁଅନ୍ତି, ଯଥା : ୧ . ଶ୍ରୀ ଯମେଶ୍ୱର -ଯୁଧିଷ୍ଠିର ୨ . ଶ୍ରୀ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ଦ୍ଵିତୀୟ ଭାଗ’ 'ଆଧୁନିକ' ସହ ଯୋଡ଼ି ହୋଇ ରହିଛି 'ନୂତନତା'। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏ କ୍ରମରେ ଭାଷା ସାହିତ୍ୟର କ୍ଷେତ୍ରରେ ଆଧୁନିକତାର ପରମ୍ପରାଟିଏ ଗଢ଼ିଉଠେ। ଏ ଦୃଷ୍ଟିରୁ ଇଂରାଜୀ କାବ୍ୟ କବିତାର ସେକସପିୟର , ମିଲଟନ,…

ଜୁନିୟର ମହିଳା ବିଶ୍ୱକପ ହକି : ଅଭ୍ୟାସ ଶିବିର ପାଇଁ ମନୋନୀତ ଦଳରେ ୫ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଏପ୍ରିଲ ୧ରୁ ଜୁନିୟର ମହିଳା ବିଶ୍ୱକପ ହକି ଆରମ୍ଭ ହେବ । ଅଭ୍ୟାସ ପାଇଁ ୨୮ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମୀନା କୁଜୁର, ଜ୍ୟୋତି ଛତ୍ରୀ,ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ ଓ…