ପଞ୍ଚାୟତ ନିର୍ବାଚନ ଫଳାଫଳ: ୮୫୧ଟି ଜୋନରୁ ୭୬୫ ଆସନରେ ବିଜେଡିର ବାଜିମାତ୍
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡିର ଐତିହାସିକ ବିଜୟ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୧ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି । ଏହି ଫଳାଫଳରେ ଆଗରେ ରହିଛି ବିଜେଡି ।ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି…