Latest Odisha News

BREAKING NEWS

Yearly Archives

2022

[ଭିଡିଓ] ଉଡନ୍ତା ହେଲିକପ୍ଟରରେ ଝୁଲନ୍ତା ଅବସ୍ଥାରେ ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପ୍ରତିବର୍ଷ ଅନେକ ଲୋକ ଭିନ୍ନଭିନ୍ନ କାରନାମା ଜରିଆରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ନଜିର ରହିଛି । ସେଥିମଧ୍ୟରୁ କିଛି ଅଜବ, ତାଜୁବକର ଓ ରୋମାଂଚକ କିମ୍ବା ବିପଦପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ବ୍ୟକ୍ତି ଏକ ଉଡନ୍ତା ହେଲିକପ୍ଟରରେ କିଛି ଚକିତକର…

ପ୍ରଫେସର ଡି. ପି ରାୟ ସୋଆର ନୂଆ ଚାନ୍ସେଲର

ଭୁବନେଶ୍ବର : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଡକ୍ଟର ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ଡିମ୍ଡ ବିଶ୍ବବିଦ୍ୟାଳୟର ନୂତନ ଚାନ୍ସେଲର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ…

ଜାତିସଂଘ ମାନବାଧିକାର ପରିଷଦ ବୈଠକ: ରୁଷ ମନ୍ତ୍ରୀଙ୍କ ଭାଷଣକୁ ବୟକଟ କଲେ ଅଧିକାଂଶ ଦେଶ

ଜେନେଭା: ୟୁକ୍ରେନ ଉପରେ ରୁଷର ଆକ୍ରମଣଙ୍କୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ରୁଷର ବୈଦେଶିକ ମନ୍ତ୍ରୀ ସେରେଜ ରାୱରେୱେ ଭାଷଣ ଆରମ୍ଭ କରିବା ମାତ୍ରେ ଅଧିକାଂଶ ଦେଶର ପ୍ରତିନିଧିମାନେ ସେ ସ୍ଥାନ ଛାଡି ଚାଲି ଯାଇଥିଲେ । କେବଳ…

୯୦ ପ୍ରତିଶତ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ବର : ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନର ଫଳାଫଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ ଆସିସାରିଛି । ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟି ଆସନରେ ବିଜୟୀ ହୋଇଛି ବିଜେଡି । ଅର୍ଥାତ ୯୦ ପ୍ରତିଶତରୁ ଅଧିକ ଆସନ ଅକ୍ତିଆର…

ପରିବାର ଲୋକଙ୍କ ଭୁଲ ପାଇଁ ଚାଲିଗଲା ୩ବର୍ଷ ଶିଶୁକନ୍ୟାର ଜୀବନ

ଆନନ୍ଦପୁର: ପରିବାର ଲୋକଙ୍କ ଭୁଲ ପାଇଁ ଆଖିବୁଜିଦେଲା ୩ ବଷଁର ଶିଶୁକନ୍ୟା । କେନ୍ଦୁଝର ଜିଲ୍ଲା ଆନନନ୍ଦପୁର ଘଷିପୁରା ଥାନା କୋଳିମାଟି ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସ୍ୱର୍ଗତ ରାଧାକାନ୍ତ ପିଙ୍ଗୁଆଙ୍କ ଦୁଇ ଝିଅ ଖେଳୁଥିଲେ । ଏହି ସମୟରେ ସାନ ଝିଅ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୬ ମୃତ

ନୂଆପଡା : ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ନୂଆପଡାରେ ଏପରି ଅଭାବନୀୟ ଘଟଣା ଘଟିଛି ।ରାସ୍ତା କଡରେ ଥିବା ଗଛକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ପୁର୍ବ ଶତ୍ରୁତାରୁ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗାଓଁ: ରାତିରେ ୩ ଜଣଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସୱେରେ ଥିବା ସିଏନଜି ପମ୍ପରେ ଏହି ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ସେକ୍ଟର ୩୧ ନିକଟରେ ଏ ଥିବା ଏହି ସିଏନଜି ପମ୍ପରେ ଲାଗିଥିଲା ସିସିଟିଭି । ହେଲେ ୧ଘଣ୍ଟା ପୂର୍ବରୁ ଏହାକୁ ଅଚଳ…

ମୟୂରଭଞ୍ଜରେ ୫୩ଟି ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି

ମୟୂରଭଞ୍ଜ : ମୟୂରଭଞ୍ଜରେ ବିଜେଡିକୁ ବିପୁଳ ସମର୍ଥନ ମିଳିଛି ।୫୬ ଟି ଜିଲ୍ଲା ପରିଷଦ ଆସନରୁ ମୟୂରଭଞ୍ଜରେ ବିଜେଡି ୫୩ଟି ସିଟ ହାତେଇଛି ।ତାସହ ଜେଏମଏମ୍ ୩ଟି ଆସନ ଦଖଲ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଜେପି ଓ କଂଗ୍ରେସ ମୟୂରଭଞ୍ଜରେ ସତ୍ତା ହରାଇଛନ୍ତି । ୧. ଉଦଳା - ୧ - (ବିଜେଡି…

ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର

ଭୁବନେଶ୍ୱର: ଶଯ୍ୟାଶାୟୀ ସୋସିଆଲ୍ ମିଡିଆ ସେନ୍ସେସନ୍ ତଥା କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର୍ । ଗତ ସୋମବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତାଜା ସୂଚନା ଅନୁଯାୟୀ ତାଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡିଛି । ଗତକାଲି ନୂଆ…

ମାରାତ୍ମକ ଅଭିଯୋଗ ଆଣିଲା ୟୁକ୍ରେନ : ଅମ୍ଳଜାନ ଅଭାବ ପାଇଁ ରୁଷ ବ୍ୟବହାର କରୁଛି ଭ୍ୟାକୁମ ବୋମା

କୀଭ: ୟୁକ୍ରେନକୁ କବଜା କରିବା ପାଇଁ ରୁଷ ସମସ୍ତ ପ୍ରକାର ବୁଦ୍ଧି ପ୍ରୟୋଗ କରୁଛି । ଏହା ମଧ୍ୟରେ ୟୁକ୍ରେନ ତାର ଶତ୍ରୁ ଦେଶ ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛି । ୟୁକ୍ରେନ ଉପରେ ରୁଷ କ୍ଲଷ୍ଟର ବୋମା ଓ ଭ୍ୟାକୁମ ବୋମା ବ୍ୟବହାର କରିଛି । ଏହି ବୋମା ଯେଉଁଠାରେ ପଡିଥାଏ, ସେ ପାଖାପାଖି ଅଂଚଳରୁ…