Latest Odisha News

BREAKING NEWS

Yearly Archives

2022

ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ

ବଲାଙ୍ଗିର: ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଠେମରା ଗ୍ରାମବାସୀ । ଭୋଟ୍ ଗଣତିରେ ହେରଫେର୍ ଅଭିଯୋଗ ହୋଇଛି । ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ…

ବାବା ଆଖଣ୍ଡଳମଣି ପୀଠରେ ଜାଗର, ୪ଟି ପଞ୍ଚାୟତ ଲୋକଙ୍କୁ ଦର୍ଶନ ଅନୁମତି

ଭଦ୍ରକ: ମହାଶିବରାତ୍ରି ଉତ୍ସବ ମୁଖରିତ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ । କୋଭିଡ୍ କଟକଣାରେ ଆରଡ଼ିରେ ପାଳିତ ହେଉଛି ଜାଗର ଯାତ୍ରା । ଏଥର କେବଳ ୪ଟି ପଞ୍ଚାୟତର ଲୋକଙ୍କୁ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି । ଆଜି ଭୋର ୪ଟାରେ ପହୁଡ ଖୋଲା ହେବା ପରେ…

ଏଲପିଜି ସିଲିଣ୍ଡର ଦାମ୍ ୧୦୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆଜିଠୁ ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ । ଏହି ବର୍ଦ୍ଧିତ ମୂଲ୍ୟ ବାଣିଜ୍ୟିକ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର ଦାମରେ ୧୦୫ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଏହାର ଦାମ୍ ୨୦୧୨ ଟଙ୍କାକୁ ବଢ଼ିଛି । ଗତବର୍ଷ ଅକ୍ଟୋବର ୧ ତାରିଖରେ…

ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ ଅଧିକାରୀ ଶରଦ କୁମାର ଶ୍ରୀବାସ୍ତବ । ଏହା ପୂର୍ବରୁ ସେ କୋଲକାତାର ମେଟ୍ରୋ ରେଲୱେରେ ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଆଣ୍ଡ…

ୟୁକ୍ରେନ୍ ଫେରନ୍ତା ଭାରତୀୟଙ୍କ ପାଇଁ ପୋଲାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ୟୁକ୍ରେନରେ ଦିନକୁ ଦିନ ଯୁଦ୍ଧ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ଦେଶର ନାଗରିକ ୟୁକ୍ରେନ୍ ଛାଡୁଛନ୍ତି । ସେଠାର ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟ ଫେରୁଛନ୍ତି ।…

ଆଜି ମହାଶିବରାତ୍ରି: ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ମହାଶିବରାତ୍ରି । ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ । ଓମକାର ଧ୍ୱନୀରେ କମ୍ପୁଛି ଗଗନ ପବନ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁ ଲିଙ୍ଗରାଜଙ୍କର ଆଳତି ଅବକାଶ ସରିଛି । ଦିନ ୧୧ ଘଟିକା ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ ।…

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ…

ପଞ୍ଚାୟତ ରେଜଲ୍ଟ: ୮୫୧ରୁ ୭୪୩ ସିଟରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତ । ଚାରିଆଡ଼େ ଶଙ୍ଖନାଦ । ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଦମ୍ ଦେଖାଇଛନ୍ତି ବିଜେଡି ପ୍ରାର୍ଥୀ । ବିରୋଧୀ ଚିତପଟାଙ୍ଗ ମାରିଛନ୍ତି । ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ।…

ସ୍ୱଳ୍ପ ଗଳ୍ପ : ସୁନ୍ଦରର ତୃପ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୦ ସୁନ୍ଦରତା ବା ସୁନ୍ଦରପଣ ଉପରେ ଯାହା ଲେଖାହେବ ତାହା ଯେ ସୁନ୍ଦର ହେବ ସେକଥା ଆଦୌ ନୁହଁ । ତଥାପି ଆମେ ସଭ୍ୟ ସାଧାରଣ ମଣିଷ ଯାହା କରିବାକୁ ଚାହୁଁ ତାହାକୁ ସବୁବେଳେ ଆମର ସାମର୍ଥ୍ୟ ଅନୁସାରେ ସୁନ୍ଦର ଆକାର ଉପସ୍ଥାପନା…

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିଡି ଗାଁର କିଛି ବ୍ୟକ୍ତି…