Latest Odisha News

BREAKING NEWS

Yearly Archives

2022

ଜାଗର ପାଇଁ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା କାଲି ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିରମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ରାଜଧାନୀରେ ଟ୍ରାଫିକ ଏକ ବଡ଼ ସମସ୍ୟ ହୋଇଥିବା ବେଳେ ଏ ନେଇ…

ରୁଷିଆର ଏଟମିକ କମାଣ୍ଡୋ ୟୁନିଟର ବାତିଲ ହେଲା ଛୁଟି

ମସ୍କୋ:ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିନରେ ପଂହଚିଛି । ଏହାର ସମାଧାନ ପାଇଁ ବେଲାରୁଷ ବର୍ଡର ନିକଟରେ ଉଭୟ ଦେଶ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ଏହି ଆଲୋଚନାରେ ରାସ୍ତା ବାହାରିବା ନେଇ ସେତେଟା ଆଶାୟୀ ନାହାନ୍ତି । ଇତି ମଧ୍ୟରେ…

ମାର୍ଚ୍ଚ ମାସର ଗାଇଡଲାଇନ୍: ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ, କଟକଣାରେ ପାଳନ ହେବ ଶିବରାତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ହଟିଲା ସମ୍ପୂର୍ଣ୍ଣ କଟକଣା । ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ…

ପଞ୍ଚାୟତ ନିର୍ବାଚନ ଫଳାଫଳ : ୭୬୦ ଜୋନରେ ଆଗରେ ବିଜେଡି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡିର ବିଜୟ ଧାରା ଜାରି ରହିଛି । ୮୪୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ ଜୋନରେ ବିଜେଡି ଆଗୁଆ ରହିଛିା ପ୍ରଥମ ଦିନ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିବା ବେଳେ ବିଜେପି ଓ କଂଗ୍ରେସକୁ ପଛରେ…

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତରେ କଣ୍ଠଦାନ କଲେ ରାଜ୍ୟପାଳ

କଟକ: ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ସେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ କଟକର ମିଲନ ଷ୍ଟୁଡିଓରେ ନିଜ କଣ୍ଠରେ ସଜାଇଛନ୍ତି । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଏହି ଗୀତକୁ ଆସନ୍ତା ଉକ୍ରଳ ଦିବସରେ ରିଲିଜ କରିବା…

ଅଧାରେ ଅଟକିଛି ନିଃଶ୍ୱାସ: ସ୍ୱାମୀ ୟେମେନରେ ବନ୍ଦୀ, ସ୍ତ୍ରୀ ୟୁକ୍ରେନରେ ବଙ୍କରରେ ଲୁଚିଛି

ଭୁବନେଶ୍ୱର: ଅପ୍ରତ୍ୟଶିତ ସମୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ମହାମାରୀ, ପ୍ରାକୃତିକ ଦୁର୍ବିପାକ, ଆତଙ୍କବାଦ ଓ ଯୁଦ୍ଧ ଭଳି ସ୍ଥିତି ମଣିଷ ଜାତିର ସରଳ ଜୀବନକୁ ଜଟିଳ କରିଦେଇଛି । ଏହି ଧାରାରେ ଭାରତର ଏକ ଦମ୍ପତ୍ତି ଏମିତି ଏକ ସମସ୍ୟା ସହ ଜୁଝୁଛନ୍ତି, ଯାହାର ସମାଧାନ ବୋଧ ହୁଏ କାହାରି…

ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ଶେଷ ହେବ କି !

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ସରି ଆସୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରି ଆସିଛନ୍ତି । ବିପକ୍ଷ ଦଳ ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ସେନାଙ୍କୁ ଏଥିରେ ମୁଣ୍ଡ ନ ପୂରାଇବା…

୩୨୨ ଗ୍ରାମ ବ୍ରାଉନସୁଗର ଜବତ: ୬ ଗିରଫ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ରାଉଲକେଲା: ରାଉରକେଲା ପୋଲିସ ୬ଜଣ ପ୍ଲାଣ୍ଟ ସାଇଡ଼ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଜଣ ଫେରାର ହୋଇଯାିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ଗିରଫ ହୋଇଥିବା ୬ ଜଣଙ୍କ ଠାରୁ ୩୨୨…

ୟୁକ୍ରେନର ରାଜଧାନୀ କିଭରୁ ହଟିଲା ସପ୍ତାହନ୍ତ କର୍ଫ୍ୟୁ

କିଭ୍: ଯୁଦ୍ଧ ସମୟରେ ୟୁକ୍ରେନରେ ଫସି ରହିଥିବା ଲୋକଙ୍କ ପାଇଁ ଖୁସି ଖବର । ୟକ୍ରେନର ରାଜଧାୀ କିଭରୁ ହଟିଲା ସପ୍ତାହନ୍ତ କର୍ଫ୍ୟୁ । ଟ୍ରେନ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବକା ପାଇଁ ପରାମର୍ଶ ଦିଆଯାଇଛି । ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ପଟେ ରେଳ ଷ୍ଟେସନକୁ…

ଚାଲିଥିଲା ଧର୍ମଶାଳା ଟି-୨୦ ମ୍ୟାଚ୍‌, ଅନ୍ କ୍ୟାମେରାରେ କାହାକୁ କଫି ଯାଚିଥିଲେ ରୋହିତ୍ ?

ଭୁବନେଶ୍ୱର: ଧର୍ମଶାଳା ଟି-୨୦ ମ୍ୟାଚରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ରୋହିତଙ୍କ ରାଉଡି ଦଳ । ଶ୍ରୀଲକ୍ଷା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚରେ ବି ଭାରତ ଶ୍ରୀଲଙ୍କାକୁ ପରାଜିତ କରି ସିରିଜ୍ ନିଜ ନାଁରେ ପଂଜିକୃତ କରିଛି । ଶନିବାର…