Latest Odisha News

BREAKING NEWS

Yearly Archives

2022

ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ ‘ଜଲସା’ର ପୋଷ୍ଟର ରିଲିଜ

ମୁମ୍ବାଇ : ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ 'ଜଲସା'ର ପୋଷ୍ଟର ରିଲିଜ ହୋଇଯାଇଛି । ଏହି ମୁଭିଟିର ନିର୍ଦ୍ଦେଶନା ଶୁରେସ ତ୍ରୀବେଣୀ ଦେଇଛନ୍ତି । ଫିଲ୍ମରେ ବିଦ୍ୟା ବାଲନ୍ , ସୈଫାଲି ଶାହ,ମାନବ କୌଲ,ରୌହିଣି ହଟଗଡି , ଇକବାଲ ଖାନ୍ , ବିଧାତ୍ରୀ ବନ୍ଦୀ, ଶ୍ରୀକାନ୍ତ ମୋହନ, ସଫନ ରଟେଲ ଏବଂ…

ଆପାର୍ଟମେଣ୍ଟର ଦଶ ମହଲାରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ଆପାଟମେଣ୍ଟର ଦଶ ମହଲାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ମୁମ୍ବାଇର କାଞ୍ଜୁରମର୍ଗ ଅଞ୍ଚଳରେ ଏନଜି ରୟାଲ ପାର୍କ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ଆପାର୍ଟମେଣ୍ଟର…

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି…

[ଭିଡିଓ] ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନରୁ ଫେରିଥିବା ଓଡିଆ ଛାତ୍ରଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣାମାନେ…

ତୃତୀୟ ଦିନରେ ବିଜେଡିର ଜୟଯାତ୍ରା ଜାରି , ୧୫ଟି ଜିଲ୍ଲା ପରିଷଦ ଆସନରୁ ବିଜୟୀ

ଅନୁଗୁଳ: ତୃତୀୟ ଦିନରେ ଚାଲିଥିବା ଗଣତିରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି । ପ୍ରଥମ ଦୁଇ ଦିନର ଗଣତିରେ ୧୫ଟି ଆସନ ହାସଲ କରି ବିଜେଡି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଗଣତି ଚାଲିଥିବା ୧୨ଟି ଜୋନ ଭିତରୁ ବିଜେଡି ୧୦ଟିରେ ଆଗୁଆ ରହିଥିଲା ବେଳେ ବିଜେପି ୨ଟି ଆସନରେ…

ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ରେ ନିର୍ବାଚନ, ୨୬ରେ ଗଣତି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ପୌର ନିର୍ବାଚନ ପାଇଁ ବିଦ୍ଧିବଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଆସନ୍ତା ୨ ରୁ ୭ ତାରିଖ ମଧ୍ୟରେ ହେବ ନାମାଙ୍କନ ଦାଖଲ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୧୦ ତାରିଖ ଦିନ ଯୋଗ୍ୟ ପ୍ରାର୍ଥୀଙ୍କ ନା ପ୍ରକାଶ ପାଇବ ।୨୪…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ମେ ୨୭ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ

ମୁମ୍ବାଇ: କୁଇନ କଙ୍ଗନା ରାନାୱତଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ଧାକଡର ନୂତନ ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମେ ୨୭ରେ ଧାକଡ ଥିଏଟରରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ସୋସିଆଲ ସାଇଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏଜେଂଟ ଅଗ୍ନିର ଫୋର୍ସକୁ କେହି…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି…