Latest Odisha News

BREAKING NEWS

Yearly Archives

2022

ଫଳାଫଳକୁ ନେଇ ଅସନ୍ତୋଷ, ପୁନଃଗଣତି କରିବାକୁ ସରପଞ୍ଚ ପାର୍ଥ୍ରୀନୀଙ୍କ ଦାବି

କେନ୍ଦୁଝର: ଯୋଡ଼ା ବ୍ଲକ ଭଦ୍ରାସାହିରେ ଭୋଟ ଗଣତି ଶେଷ ହୋଇଛି । ହେଲେ ଭଦ୍ରାସାହିର ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ନାଏକ ଭୋଟ ଗଣତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ପୁନଃଗଣତି କରିବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ, ଭଦ୍ରାସାହିରେ ୭ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ…

ଯାଜପୁର: ୧୨ଟି ଜିଲ୍ଲାପରିଷଦ ଜୋନରୁ ୧୧ଟି ଜୋନରେ ବିଜେଡି ଆଗରେ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍ । ଏହା ଅଧୀନରେ ଥିବା ପଞ୍ଚାୟତର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇ ପ୍ରାଥମିକ ପର୍ୟ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ…

ନ୍ୟୁକ୍ଲିୟର ଫୋର୍ସକୁ ହାଇ ଆଲର୍ଟରେ ରଖିଲେ ପୁତିନ

ମସ୍କୋ: ରୁଷ ଜିଦ ଛାଡିବା ମୁଡରେ ନାହିଁ । ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ୪୩୦୦ ସୈନିକ ଶହୀଦ ହୋଇ ସାରିଲେଣି । ଏହା ବ୍ୟତୀତ ୧୪୬ ଟ୍ୟାଙ୍କ, ୨୭ ବିମାନ ଓ ୨୬ ହେଲିକପ୍ଟର ନଷ୍ଟ ହୋଇସାରିଛି । ତାଜା ତଥ୍ୟ ଅନୁସାରେ ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ…

ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ: ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ…

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ । ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ…

[ଦେଖନ୍ତୁ ଭିଡିଓ] ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ  : ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ଜମା ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ା ଯାଇଥିଲା। ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ…

ପୁଲିସ -ନକ୍ସଲ ଏନକାଉଣ୍ଟର: ୨ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ…

ରଣଜୀ ଟ୍ରଫି କ୍ରିକେଟ: ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ…

୮୫୩ଟି ଜୋନରୁ ବିଜେଡି ୫୫୦ଟି ଜୋନରେ ଆଗୁଆ

ଭୁବନେଶ୍ୱର : ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି  । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି…

ୟୁକ୍ରେନ୍ ୱାର୍ : ଘର ମାଲିକଙ୍କ ପରିବାର ପାଇଁ ୟୁକ୍ରେନ୍ ଛାଡ଼ିବାକୁ ମନା କଲେ ହରିଆନା ଝିଅ

ନୂଆଦିଲ୍ଲୀ: ଦୀର୍ଘ ୪ଦିନ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦିନକୁ ଦିନ ଋଷିଆ ୟୁକ୍ରେନର ସହରକୁ ନିଜ ଅକ୍ତିଆରରେ ନେବାରେ ଲାଗିଛି । ଏଭଳିସ୍ଥିତିରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ଥିବା ବେଳେ ଜଣେ ହରିୟାଣାର ଝିଅ ୟୁକ୍ରେନର କିଭ ସହର ଛାଡ଼ିବାକୁ…

[ଦେଖନ୍ତୁ ଭିଡିଓ] ଦ୍ଵିତୀୟ ଦିନର ଭୋଟ ଗଣତି ଜାରି : ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ଵିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି । ଭଦ୍ରକ ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ…