Latest Odisha News

BREAKING NEWS

Yearly Archives

2022

ଦେଶବାସୀଙ୍କୁ ହତିଆର୍ ଉଠାଇବାକୁ ଆହ୍ୱାନ୍ କଲେ ୟୁକ୍ରେନ୍ ରାଷ୍ଟ୍ରପତି

ଭୁବନେଶ୍ୱର: ୟୁକ୍ରେନ୍‌ର ମିଲିଟାରୀ ବେସ୍ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ରୁଷ ସେନା । ପ୍ରତିକ୍ଷଣରେ ସାମ୍ନାକୁ ଆସୁଛି ନୂଆ ତଥା ବିଚଳିତ କଲା ଭଳି ଖବର । ଏପରି ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲେଡିମର୍ ଜିଲେନ୍‌ସ୍କିଙ୍କ ସଦ୍ୟ ଘୋଷଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଦେଶର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନର ଶେଷ ପର୍ଯ୍ୟାୟରେ କୌଣସି ବିଶୃଙ୍ଖଳା ହୋଇନାହିଁ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମତଦାନ ବେଳେ କୌଣସି ବିଶୃଙ୍ଖଳା ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ…

ବାପା ଆଣିଲେନି ବିରିଆନି, ଜୀବନ ହାରିଲା ପୁଅ

ନୀଳଗିରି: ବିରିଆନି ଖାଇବାକୁ ପୁଅର ଇଛା ଥିଲା । ସେଥିପାଇଁ ବାପାଙ୍କୁ ସେ ବିରିଆନି ଆଣିବାକୁ କହିଥିଲା । ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା, ପୁଅ ପାଇଁ ବିରିଆନି ଆଣିବାକୁ ଭୁଲିଯାଇଥିଲେ । ବିରିଆନି ନମିଳିବାରୁ ନିଜର ଜୀବନ ହାରିଦେଲା ପୁଅ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର…

ଅନୁରାଗଙ୍କ ଆଗାମୀ ଫିଲ୍ମରେ ହଲିଉଡ ଷ୍ଟାରଙ୍କ ସହ ଅଭିନୟ କରିବେ ଟାଇଗର

ମୁମ୍ବାଇ: ଆକ୍ସନ ହୀରୋ ଭାବେ ଟାଇଗର ଶ୍ରଫ ବଲିଉଡରେ ସ୍ୱତନ୍ତ୍ର ଛାପ ଛାଡି ସାରିଛନ୍ତି । ପ୍ରାୟ ଅଧିକାଂଶ ଫିଲ୍ମମେକର ତାଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅକ୍ଷୟ କୁମାର ଅଭିନୀତ କେସରୀ ଫିଲ୍ମ ଫେମ ନିର୍ଦ୍ଦେଶକ ଅନୁରାଗ ସିଂ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା…

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା: ଏୟାରପୋର୍ଟରେ ମିସାଇଲ ଆକ୍ରମଣ

ଭୁବନେଶ୍ୱର: ୟୁକ୍ରେନ ଆକ୍ରମଣ । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ । ଫଳରେ ସମସ୍ତ ଗରୁତ୍ୱପୂର୍ଣ୍ଣ…

[ଭିଡିଓ] ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା…

ପଛକୁ ହଟିବ ନାହିଁ, ଶେଷ ପର୍ଯ୍ୟନ୍ତ ଲଢେଇ କରିବ ୟୁକ୍ରେନ

ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର…

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା…