Latest Odisha News

BREAKING NEWS

Yearly Archives

2022

ରିମେକ୍ ଫିଲ୍ମ ଦୌଡରେ ଅଜୟ ଦେବଗନ ଆଗରେ

ମୁମ୍ବାଇ: ବଲିଉଡରେ ଅନ୍ୟ ଭାଷାର ଚଳଚିତ୍ରକୁ ରିମେକ୍ କରିବା କିଛି ବଡ଼ କଥା ନୁହେଁ । ଅନେକ ବଲିଉଡ ସୁପର ଷ୍ଟାର ସାଉଥ୍ କିମ୍ବା ଅନ୍ୟ କୌଣସି ଭାଷା ଚଳଚିତ୍ରର ରିମେକ କରି ବଲିଉଡରେ ନିଜର ଛାପ ଛାଡ଼ିଛନ୍ତି । ରିମେକ ଚଳଚିତ୍ର ‘ୱାଣ୍ଟେଡ’ ଏବଂ ‘କିକ୍’ ମାଧ୍ୟମରେ ସଲମନ ଖାନ୍ ସଫଳତା ପାଇଛନ୍ତି ।…

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକୁ ନେଇ ବିଗୁଡୁଛି ସ୍ଥିତି

କର୍ଣ୍ଣାଟକ : କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ଯ୍ୟକର୍ତ୍ତାଙ୍କୁ ହତ୍ୟାକୁ ନେଇ ବିଗିଡିବାରେ ଲାଗିଛି ସ୍ଥିତି । ସିଭମୋଗା ସହରରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଛି । ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା କରାଯାଉଥିବା ବେଳେ…

ଉର୍ବଶୀଙ୍କୁ ନାହିଁ ଯୁଦ୍ଧ ଭୟ: ୟୁକ୍ରେନରେ ଜାରୀ ରଖିଛନ୍ତି ଶୁଟିଂ

କିଭ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହାର ପ୍ରଭାବ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ପଡି ନାହିଁ । ସେ ଏବେ ଏଠାରେ ତାଙ୍କ ଆଗାମୀ ଫିଲ୍ମ ଦି ଲିଜେଣ୍ଡର ଶୁଟିଂରେ ବ୍ୟସ୍ତ ଅଛନ୍ତି । ୟୁକ୍ରେନରେ ବୁଲୁଥିବାରୁ ସେ ଫଟୋ ଏବଂ…

ସତ ହେଲା ସ୍ୱପ୍ନ, ନାନୋ କାରକୁ ହେଲିକପ୍ଟର୍ ବନାଇଲେ ବିହାରୀ ବାବୁ

ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।…

‘‘ଦ’ କଶ୍ମୀର ଫାଇଲ୍ସ’ର ଟ୍ରେଲର ରିଲିଜ, କଶ୍ମୀର ପଣ୍ଡିତ ଭୂମିକାରେ ନଜର ଆସିବେ ଅନୁପମ ଖେର୍

ମୁମ୍ବାଇ : ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ର ଟ୍ରେଲର ରିଲିଜ ହୋଇଯାଇଛି  ।ଏହି ଟ୍ରେଲରଟିକୁ ଫ୍ୟାନ ମାନଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି ।ଏହି ମୁଭିର ନିର୍ଦ୍ଦେଶନା ବିବେକ ଅଗ୍ନିହୋତ୍ରୀ ଦେଇଛନ୍ତି । ସତ୍ୟଚିତ୍ର ଉପରେ ଆଧାରିତ ଏହି ମୁଭିରେ କଶ୍ମୀର ପଣ୍ଡିତଙ୍କ ସଙ୍ଘର୍ଷମୟ ଜୀବନ…

କରୋନା ଲଢ଼େଇରେ ସାମିଲ ହେଲା ନୂତନ ଭ୍ୟାକ୍ସିନ କର୍ବୋଭ୍ୟାକ୍ସ

ନୂଆଦିଲ୍ଲୀ: କରୋନା ଲଢ଼େଇରେ ସାମିଲ ହୋଇଛି ବାଓଲୋଜିକାଲ ଇ ଲିମିଟେଡର କର୍ବୋଭ୍ୟାକ୍ସ । ଏହି ଭ୍ୟାକ୍ସିନକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହାକୁ ବ୍ୟବହାର କରିବା ପାଇଁ ଡିସିଜେଆଇ ଅନୁମୋଦନ ପ୍ରଦାନ କରିଛି । ପୂର୍ବରୁ ୧୫ରୁ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କଲେ ଏଏସଆଇ ଡିଜି

ପୁରୀ : ପୁରୀରେ ଏଏସଆଇ ଡିଜି ଭି. ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ, ଏସପିଙ୍କ ସହ ପ୍ରଥମେ ଶ୍ରୀମନ୍ଦିର ରତ୍ନ…

କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍ସରେ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍ସ ଗସ୍ତ କରି ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାସକରି ନିର୍ମାଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପ୍ରଶାସନର କଡ଼ା ନଜର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ପାଞ୍ଚଟି ପର୍ଯ୍ୟାୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ ।…

ଓଡ଼ିଶାରେ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୧ଲକ୍ଷ ଟପିଲା

ଭୁବନେଶ୍ୱର : ଜିଓଫାଇବର ଓଡିଶାରେ ଲୋକପ୍ରିୟତା ବଜାୟ ରଖିଛି । ଓଡିଶାର ଲୋକପ୍ରିୟ ଜିଓଫାଇବରର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୧ ଲକ୍ଷ ଟପିଲା ବୋଲି ସୂଚନା ମିଳିଛି । ରାଜ୍ୟରେ ୨୭ ଟି ସହର ଓ ନଗରକୁ ଜିଓଫାଇବର ତାର ସେବା ସମ୍ପ୍ରସାରଣ କରୁଛି ।ରିଲାଏନ୍ସ ଜିଓର ଲୋକପ୍ରିୟ ଅଲଟ୍ରା…