Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ମାରାଥନ ପ୍ରଚାର

ଜଗତସିଂହପୁର: ଜଗତସିଂହପୁର ନାଉଗାଁରେ ନିର୍ବାଚନ। ଆସନ୍ତା ୨୪ରେ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ଜୋରଦାର ଚାଲିଛି ରଣନୀତି । ପ୍ରାର୍ଥୀ ମାନେ ମାରାଥନ ପ୍ରଚାର କରୁଥିବାର ଦେଖାଦେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ ବିଧାୟକଙ୍କ ନିଷ୍ପତ୍ତି କୁ…

୩ଥର ଛାଡପତ୍ର, ୬ ସନ୍ତାନଙ୍କ ବାପା ଏଲନ ମସ୍କ ପୁଣି ପଡିଛନ୍ତି ପ୍ରେମରେ !

ୱାଶିଂଟନ: ୩ ଥର ଛାଡପତ୍ର ଓ ୬ ସନ୍ତାନ ପରେ ବିଶ୍ୱର ବିତଶାଳୀ ବ୍ୟବସାୟୀ ଏଲନ ମସ୍କ ପୁନର୍ବାର ପ୍ରେମରେ ପଡିଛନ୍ତି । ସ୍ପେସ ଏକ୍ସ ଓ ଟେସଲା ସିଇଓ ଅଷ୍ଟ୍ରେଲିଆ ଅଭିନେତ୍ରୀ ନାତାଶା ବାସେଟଙ୍କୁ ଡେଟ କରୁଥିବା ଜଣାପଡିଛି । ନତାଶାଙ୍କ ସହ ୫୦ ବର୍ଷୀୟ ଏଲନ ତାଙ୍କ ପ୍ରାଇଭେଟ ଜେଟରେ ଲସ…

ନିର୍ବାଚନ ପୂର୍ବରୁ ପୋଲିସ ବାହିନୀକୁ ସଫଳତା, ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ନିର୍ବାଚନ ପୂର୍ବରୁ ପୋଲିସ ବାହିନୀକୁ ସଫଳତା । ମାଲକାନଗିରି ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସ୍ୱଭାମାନ ଅଞ୍ଚଳର ରବିବାର ଦିନ ଯବାନମାନଙ୍କ ପକ୍ଷରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତରେ ନଦମେଞ୍ଜେରୀ ଗାଁ ନକଟ ଜଙ୍ଗଲରେ କୁମ୍ବିଂ ଅପରେସନ…

ବୟସ ୬୨, ଶାଢୀ ପିନ୍ଧି ଚଢିଲେ ଅଗସ୍ଥ୍ୟର୍କୁଦମ୍ ପାହାଡ

ଭୁବନେଶ୍ୱର: ଆମ ଜୀବନରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛ, ଯାହା ବୟସକୁ କେବଳ ଏକ ସଂଖ୍ୟା ରୂପେ ପରିଗଣିତ କରିଛି । ଏହି ଧାରାରେ ଏଭଳି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ନାଗାରତ୍ନାମ୍ମା ନାମକ ଜଣେ ବୃଦ୍ଧା । ଏହି ୬୨ ବର୍ଷୀୟା ବୃଦ୍ଧା ଜଣକ ପରିଣତ ବୟସରେ କେରଳର ଦ୍ୱିତୀୟ ସର୍ବବୃହତ୍…

ଶକୁନ୍ତଳମର ଫାଷ୍ଟ ଲୁକ ଜାରୀ: ପୁନର୍ବାର ମନ କିଣିଲେ ସାମନ୍ଥା

ମୁମ୍ବାଇ: ପୁଷ୍ପାରେ ଓ ଆଂଟୱାରେ ଝଡ ସୃଷ୍ଟି କରିଥିବା ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଫିଲ୍ମ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଛି । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ତେଲୁଗୁ ଫିଲ୍ମ ଶକୁନ୍ତଳାମରେ ସେ ଶକୁନ୍ତଳାଙ୍କ ଭୂମିକା କରୁଛନ୍ତି । ଏହାର ଫାଷ୍ଟ ଲୁକ ଆଜି ଜାରୀ କରାଯାଇଛି । ଏଥିରେ…

ଭୋଟ ଗଣତି ପାଇଁ ଗାଇଡଲାଇନ୍ ଜାରି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ଆଉ ଦୁଇଟି ପର୍ଯ୍ୟାୟ ମତଦାନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବ । ପରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଭୋଟ ଗଣତି । ନିର୍ବାଚନ ଭୋଟ ଗଣତିକୁ ନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ଗାଇଡ଼ଲାଇନ୍ । ଏନେଇ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି…

ୟୁକ୍ରେନ ଉପରେ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ ରୁଷ : ବ୍ରିଟିଶ ରକ୍ଷା ବିଶେଷଜ୍ଞ

ଲଣ୍ଡନ: ବ୍ରିଟେନର ରକ୍ଷା ବିଶେଷଜ୍ଞମାନେ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେମାନେ କହିଛନ୍ତି ୟୁକ୍ରେନ ଉପରେ ରୁଷିଆ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ । ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏ ନେଇ ଅନୁମତି ଦେଇ ସାରିଛନ୍ତି । ଏହା ବିସ୍ଫୋରଣ ହେଲେ ୪୪ ଟନ ଟିଏନଟିର ଶକ୍ତି ଯୋଗାଡ କରିବ । ଏହା…

ଦମ୍ପତ୍ତି ସାଜିଥିଲେ ଟ୍ରାଫିକ୍ ସିଗନାଲ୍ ବ୍ୟାଟେରୀ ଚୋର

ଭୁବନେଶ୍ୱର: ଟ୍ରାଫିକ୍ ସିଗନାଲ୍‌ରେ ବ୍ୟାଟେରୀ ଚୋରି ଭଳି ଘଟଣା ଟ୍ରାଫିକ୍ ବ୍ୟବସ୍ଥାକୁ ଅସଜଡା କରିଦେଇଥିଲା । ବ୍ୟତିବ୍ୟସ୍ତ ହୋଇପଡିଥିଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ । ଏପରି ଅଜବ ଘଟଣା ତଥା ଚୋରିକୁ ନେଇ ଚର୍ଚ୍ଚାକୁ ଆସିଛି ବେଙ୍ଗାଳୁରୁ । ହେଲେ ଶେଷରେ ସଂପୃକ୍ତ ଚୋରଙ୍କୁ ଧରିବାରେ ପୋଲିସ…

ଭାରତ ସହ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମବାଦ: ଭାରତ ସହିତ ବାଣିଜ୍ୟ ସମସ୍ତଙ୍କ ପାଇଁ ଲାଭ ଦାୟକ । ବିଶେଷ ଭାବରେ ପାକିସ୍ତାନ ପାଇଁ, ମୁଁ ଏହାକୁ ସମର୍ଥନ କରୁଛି । ଏଭଳି କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ । ‘ଡନ୍ ନ୍ୟୁଜ’ ରିପୋର୍ଟ ଅନୁସାରେ ଦାଉଦ କହିଛନ୍ତି ଭାରତ ସହିତ…

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ସିବିଆଇ ସ୍ୱତନ୍ତ୍ର ଅଦାଲତ । ଏହି ଘୋଟାଲା ମାମଲାରେ ଡରୋଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡପ ମାମଲାରେ ଲାଲୁଙ୍କ ସମେତ ୩୮ଜଣ ଅଭିଯୁକ୍ତ…