Latest Odisha News

BREAKING NEWS

Yearly Archives

2022

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ୩୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଗାଁ ପୁରୁଷ ଶୂନ୍ୟ

ଯାଜପୁର: ବିଞ୍ଝାରପୁର ବ୍ଲକ୍ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ମାଡ଼ ଘଟଣା । ଆଜି ବାଚ୍ଛଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥରେ କିଛି ଦୁବୃର୍ତ୍ତ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିଲେ । ମତଦାନବେଳେ ବାଧା ସୃଷ୍ଟି କରିଥିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୩୨ ଜଣ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ: ମତଦାନରେ ଅନିୟମିତତା ଅଭିଯୋଗ

ନୂଆପଡା: କିଛି ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ । ମତଦାନରେ ଅନିୟମିତତା ଅଭିଯୋଗ ଆଣିଲେ ଅନ୍ୟାନ୍ୟ ଏଜେଣ୍ଟ ଓ ପ୍ରାର୍ଥୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଏଜେଣ୍ଟ ଓ ପ୍ରାର୍ଥୀ ମାନେ ।…

ଶାନ୍ତିଶୃଙ୍ଖଳାର ସହ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଚତୁର୍ଥକୁ ଅପେକ୍ଷା

ଭୁବନେଶ୍ବର : ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଳକର ୧ ହଜାର ୩୮୨ ଟି…

ବୁଷ୍ଟର ଡୋଜ ନେଇସାରିବା ପରେ ରାଣୀ ଏଲିଜାବେଥଙ୍କୁ କରୋନା

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଆଜି ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ଏଲିଜାବେଥଙ୍କ ବୟସ ବର୍ତ୍ତମାନ ୯୫ ରେ ପହଞ୍ଚିଛି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପେଇ କାହାକୁ ବ୍ୟସ୍ତ ନହେବାକୁ ରାଜପ୍ରସାଦ ପକ୍ଷରୁ କୁହାଯାଇଛି।…

ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର: ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅଞ୍ଜଳି ପ୍ରଧାନ । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା ଈଊଙଙ୍କ ଅବହେଳା ଓ ସଂପୃକ୍ତି…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ରୁ ଅଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ଯାଜପୁର ପୋଲିସ

ଯାଜପୁର : ବିଞ୍ଝାରପୁର ବାଛୋଳ ବାମଦେବପୁର ପଞ୍ଚାୟତର ୨ ନମ୍ବର ବୁଥରେ ଜବର ଦଖଲ ଅଭିଯୋଗ ଓ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ ମୋଡରେ ପୋଳିସ । ୨୫ରୁ ଅଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ଯାଜପୁର ପୋଲିସ । ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତର ୪ ଓ ୨ ନମ୍ବର…

ଆଜି ଓଡ଼ିଶାରୁ କରୋନା ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି ୧୦୪୯ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି ୧୦୪୯ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଜଣ ଆଜି ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଓଡିଶାରୁ ହାଇଦ୍ରାବାଦ ଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ…

ଭୋଟ୍ ବାକ୍ସ ଆଣିଲା ବେଳେ ଓଲଟିଲା ଜିପ୍, ୩ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ସମୟରେ ଏକ କମାଣ୍ଡର ଜିପ ଓଲଟି ପଡ଼ିଥିଲା । ଜିପ୍ ଓଲଟି ପଡିବାରୁ ଜିପରେ ଥିବା ୩ ଜଣ ପୋଲିଂ ପାର୍ଟିର କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡି ଠାରେ ନିର୍ବାଚନ ସାରି ଫେରୁଥିବା ଜିପ୍…

ଶାନ୍ତନୁ, ଧୂପରଙ୍କ ଚମତ୍କାର ବ୍ୟାଟିଂ : ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ଗୋଆ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶାନ୍ତନୁ ମିଶ୍ରଙ୍କ ଶତକ (୧୦୩) ଓ ରାଜେଶ ଧୂପର(୫୨)ଙ୍କ ଅର୍ଦ୍ଧଶତକ ଚବଳରେ ଓଡିଶା ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ ରହିଥିବାରୁ ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ୩୮୭…