Latest Odisha News

BREAKING NEWS

Yearly Archives

2022

ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ପୋଡ଼ିଦେଲେ ଗାଡ଼ି

କଟକ: ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁରେ ପୋଡ଼ାଜଳା କିଛି ଦୁର୍ବୃତ୍ତ ରତାପାଟ ଗାଁରେ ଦୁଇଟି ଦୋକାନ ଘରେ ନିଆଁ ଲଗାଇ ଦେଇଥିବା ବେଳେ ଗୋଟିଏ ଗାଡ଼ି ପୋଡ଼ି ଦେଇଛନ୍ତି । ଗାଁର ସୁରେଶ କଅଁରଙ୍କର ଲୁଗା ଦୋକାନକୁ ପୋଡ଼ି ଦେଇଛନ୍ତି…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉ କିଛି ଅଟକ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅନ୍ତର୍ଗତ ବାଛୋଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ରାକେଶ ମଳିକ । କିଛି ସହଯୋଗୀଙ୍କୁ ବି ପୋଲିସ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ଚାଲିଛି । ଆକ୍ରମଣ ଘଟଣାରେ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୭ ରନରେ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍ ବିଜୟ ସହ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସିରିଜକୁ ୩-୦ରେ ନିଜ ନାଁରେ କରିଛି । ଅହମ୍ମଦାବାଦରେ ଦିନିକିଆ…

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକା ପ୍ରମାଣପତ୍ର । ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆଜିଠୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକାର…

କବିତା : ଲମ୍ଫ

ଦେବାଶିଷ ଦାଶ କାଦୁଆ ନଈକୂଳ, ଖସଡା ବାଟ, ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି ଖସି ଯାଉଛି ପାଦ । ଥରେ ପଡିଗଲେ ଏଇଠି ଅକାତକାତ ଜଳ, ତା'ପରେ କେତେ ଛାଟୁଥିବି ଗୋଡ଼ହାତ କେତେ କରୁଥିବି ଦୁର୍ବାର ପ୍ରୟାସ ପୁଣି ଛୁଇଁବାକୁ ମାଟି । କେତେ ଦିନ ଆଉ ଚାଲିଥିବ ଏଇ ଛାଇ ଆଲୁଅର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୬ ଲଗେଜ୍ ବ୍ୟାଗ୍ ଧରି ଦୁମ୍‌ଦୁମ୍ ହେଇ ବାହାରିଗଲେ । ଧକ୍କା ଖାଇ ବସି ପଡିଲା ଆରାଧ୍ୟା । ମିଛଟେ ହେଲେ କହିଦେଇ ଥାଆନ୍ତେ । ଏ ପ୍ରାଣଘାତୀ ସତ୍ୟର ସାମ୍ନା କରିବା ଆଗରୁ ଜୀବନ ଚାଲିଗଲାନି କାହିଁକି ? ଏତେ…

ଭାଷା ଭାଗବତ : ସରଳତର ଲିପି ଲେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୩ କର୍ତ୍ତୃତ୍ବ, ଆର୍ଦ୍ଦ୍ର, ଊର୍ଦ୍ଧ୍ୱ ଲେଖା ଯେଉଁ ଦିନରୁ ଦେଲା ଦେଖା ଆମର ବର୍ଣାବଳି ଶିକ୍ଷା କେହି ବି କଲେନି ସମୀକ୍ଷା ଶିକ୍ଷାର ବିଫଳତା ବୁଝି ବଡ଼ମାନେ ନ ହେଲେ ରାଜି କିଛି ବି ଯାଏନି ବଦଳି ପ୍ରଥା ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ,…

[ଦେଖନ୍ତୁ ଭିଡିଓ] ଦୁଇ ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ତାଙ୍କୁ ବିଦାୟ ଜଣାଇଥିଲେ । ଆଜି ପୁରୀରେ ବିଶ୍ବବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ ।…

ଭୋଟର ତାଲିକାରେ ନାଁ ନଥିବାରୁ ଭୋଟବାକ୍ସ ନେଇଗଲେ ଡଙ୍ଗରିଆ

ରାୟଗଡା : ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟ ମତଦାନରେ କିଛି ସ୍ଥାନରେ ହିଂସା ଘଟିଥିବା ସାମ୍ନାକୁ ଆସିଛି । ଏହାସହ କିଛି ସ୍ଥାନରେ ବୁଥ ରିଗିଂ ଖବର ସାମ୍ନାକୁ ଆସୁଛି । ହେଲେ ରାୟଗଡା କଲ୍ୟାଣସିଂହପୁର ବ୍ଲକ ରାଇଲିମା ବୁଥରେ ଭୋଟ ବାକ୍ସକୁ…